Latest Odisha News

BREAKING NEWS

Browsing Tag

Corona Positive

ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନଙ୍କ କରୋନା ପଜିଟିଭକୁ ନେଇ ଉଠୁଛି ପ୍ରଶ୍ନ: ପୁଣି ଥରେ ହୋଇପାରେ ଲକ୍ଡ଼ାଉନ୍

ନୁଆଦିଲ୍ଳୀ: ଜିଲ୍ ବାଇଡେନ୍ କରୋନା ପଜିଟିଭ୍: ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନଙ୍କ କରୋନା ପଜିଟିଭ୍ ଖବର ଏବେ ସମସ୍ତଙ୍କୁ ଚକିତ କରିଛି । ଏଥି ସହିତ ଆମେରିକାରେ ମଧ୍ୟ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ଆମେରିକାର…

ଗତକାଲି ଅପେକ୍ଷା ଆଜି ଦେଶରେ ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ କମିବା ପରେ ଆଜି ବଢିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦ହଜାର ୬୧୫ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧୧ ପ୍ରତିଶତ ଅଧିକ ବଢ଼ିଛି । ଦେଶରେ ପଜିଟିଭ୍ ହାର ରହିଛି ୨.୪୫ ପ୍ରତିଶତ । ପାଞ୍ଚଟି ରାଜ୍ୟ କେରଳ, ମହାରାଷ୍ଟ୍ର,…

ଆଜି ରାଜ୍ୟରୁ ୧୭୧୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୁଇ ହଜାର ଭିତରେ ରହୁଛି ଦୈନିକ କରୋନା କେସ୍ । ଓଡ଼ିଶାରେ ନିୟନ୍ତ୍ରଣରେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୭ଶହ ୧୨ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୯୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୧୫ । ୧୮ ବର୍ଷ ଭିତରେ ଆଉ ୩୨୩…

ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୦ହଜାର ଟପିଲା କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧୦ହଜାର ଡ଼େଇଁଲା ସଂକ୍ରମଣ । ସଂକ୍ରମଣ ଉପରମୁହାଁ ପାଇଁ ବଢ଼ିଲା ଚିନ୍ତା । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ଦିନକରେ ୧୦,୦୫୯କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୮୭୨ଜଣ କେସ୍ ରହିଛି । ସଙ୍ଗରୋଧରୁ ୫ହଜାର ୮୩୩ଜଣ କରୋନା ପଜିଟିଭ୍ ଚିହ୍ନଟ…

ଅମରିନ୍ଦର ସିଂ କରୋନା ପଜିଟିଭ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ‌ସେ ନିଜେ ସୂଚନା ଦେଇଛନ୍ତି। ସେ ଏକ ଟୁଇଟ୍‌ ଜରିଆରେ କହିଛନ୍ତି ଯେ, "ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ରହିଛି। ସେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଏହାସହିତ ତାଙ୍କ…

ଲତା ମଙ୍ଗେଶକରଙ୍କୁ କରୋନା

ନୂଆଦିଲ୍ଲୀ: ସାରା ଦେଶରେ କରୋନା ମାମଲା କ୍ଷୀପ୍ର ବେଗରେ ବଢୁଛି। ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏହାରି ଭିତରେ ଲୋକପ୍ରିୟ ଗାୟିକା ଲତା ମଙ୍ଗେଶକର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ୯୨ ବର୍ଷୀୟ…

ଖୁସି କପୁର କରୋନା ପଜିଟିଭ

ନୂଆଦିଲ୍ଲୀ: ନିକଟରେ ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ କୋଭିଡ-୧୯ ସଂକ୍ରମିତ ହୋଇଥିଲେ। ଏହା ପରେ ସେମାନେ ହୋମ୍‌ କ୍ବାରେଣ୍ଟାଇନ୍‌‌ରେ ମଧ୍ୟ ଥିଲେ। ରିପୋର୍ଟ ଅନୁଯାୟୀ ବୋନି କପୁରଙ୍କ ଝିଅ ଖୁସି କପୁର କରୋନା ସଂକ୍ରମିତ ‌ହୋଇଥିବା ଜଣାପଡ଼ିଛି। ତେବେ ବୋନି  କପୁର ଏବଂ ଜାନଭି କପୁର ଙ୍କ…

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ପଜିଟିଭ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ "ମୁଁ କରୋନା ସଂକ୍ରମିତ ହୋଇଛି। ମୋର କରୋନା ଜନିତ ସାମାନ୍ୟ ଲକ୍ଷଣ ରହିଛି। ସେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ମଧ୍ୟ କହିଛନ୍ତି।…

୨୨ ମେଡିକାଲ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ

ତେଲେଙ୍ଗାନା: ତେଲେଙ୍ଗାନା କାକଟିଆ ମେଡିକାଲ କଲେଜରେ ଅତି କମରେ ୨୨ ଜଣ ଛାତ୍ରଛାତ୍ରୀ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୮୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯିବା ପରେ ସେମାନଙ୍କର କରୋନା…

ଅଭିନେତ୍ରୀ କିଶ୍ବର ମର୍ଚାଣ୍ଟଙ୍କ ୪ ମାସର ପୁଅକୁ କରୋନା

ମୁମ୍ବାଇ: ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ କିଶ୍ବର ମର୍ଚାଣ୍ଟ ଏବଂ ସୁୟାଶ ରାୟଙ୍କ ୪ ମାସର ପୁଅକୁ କରୋନା। କିଶ୍ବର ଏକ ପୋଷ୍ଟ ଲେଖି ଏ ବିଷୟରେ ସୂଚନା ଦେଇଛନ୍ତି। ୫ ଦିନ ପୂର୍ବରୁ ନିର୍‌ବୈର୍‌ଙ୍କ ନାନୀ କୋଭିଡ୍‌ ସଂକ୍ରମିତ ହୋଇଥିଲେ। ଏହାପରେ ପୁଅ ନିର୍‌ବୈର୍‌ ମଧ୍ୟ କରୋନା…