Latest Odisha News

BREAKING NEWS

ୱିଜଡେନ କ୍ରିକେଟ ରେଟିଂ: ୨୧ଶତାବ୍ଦୀର ମୂଲ୍ୟବାନ ଖେଳାଳି ମୁରଲୀଧରନ, ଦ୍ୱିତୀୟରେ ରବୀନ୍ଦ୍ର ଜାଡେଜା

ମୁମ୍ବାଇ: କ୍ରିକେଟର ସବୁଠାରୁ ଲୋକପ୍ରିୟ ପତ୍ରିକା ୱିଜଡେନ ୨୧ତମଶତାବ୍ଦୀର ମୂଲ୍ୟବାନ ଟେଷ୍ଟ ଖେଳାଳି ଚୟନ କରିଛି । ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇଥିବା ବେଳେ ଅଶ୍ଚର୍ଯ୍ୟଜନକ ଭାବେ ଭାରତର ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୱିଜଡେନ କ୍ରିକୱିଜ ରେଟିଂ ଆଧାର ଅନୁସାରେ ଏହି ଚୟନ କରିଛି । ୨୦୧୨ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଜାଡେଜା ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଆସିଛନ୍ତି । ଏହି ତାଲିକାରେ ଅଷ୍ଟ୍ରେଲ୍ରିାର ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକଗ୍ରା ଓ ଦକ୍ଷିଣ ଆଫ୍ରିକାର ଶନ ପୋଲାକ ଯଥାକ୍ରମେ ତୃତୀୟରୁ ଷଷ୍ଠ ସ୍ଥାନରେ ରହିଛନ୍ତି । ଜାଡେଜା ଦ୍ୱିତୀୟ ସ୍ଥାନ ପାଇଥିବା ନେଇ ୱିଜଡେନକୁ ଧନ୍ୟବାଦ ଜଣାଇଛନ୍ତି । ଟେଷ୍ଟ ଟିମର ବୋଲରଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନ ୮ମ, ଦିନିକିଆ ବ୍ୟାଟିଂରେ ବିରାଟ କୋହଲି ଷଷ୍ଠ ସ୍ଥାନରେ ଅନ୍ୟ ଭାରତୀୟ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.