ଏସୀୟ କ୍ରୀଡ଼ା: ଓଡ଼ିଆ ଝିଅ ଜଉନା ମୂର୍ମୁ ୪୦୦ ମିଟର ହର୍ଡ଼ଲ୍ସ ଫାଇନାଲରେ
ଜାକର୍ତ୍ତା : ଏସିଆନ ଗେମ୍ସରେ ଭାରତୀୟ ଆଥଲେଟ ଦଳକୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ସ୍ପ୍ରିଣ୍ଟର୍ ଜଉନା ମୂର୍ମୁ ଆଜି ୪୦୦ ମିଟର ହର୍ଡ଼ଲ୍ସ ହିଟ ଜିତିପାରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଜଉନା ତାଙ୍କ ପ୍ରାରମ୍ଭିକ ହିଟ୍ସ ପ୍ରତିଯୋଗିତାରେ ୫୯.୨୦ ସେକେଣ୍ଟରେ ଅତିକ୍ରମ କରି…