Latest Odisha News

BREAKING NEWS

Yearly Archives

2018

ଏବେ ମାଓବାଦୀଙ୍କ ଟାର୍ଗେଟରେ ଓଡ଼ିଶାର ସେତୁ: ଇଣ୍ଟେଲିଜେନ୍ସ ବ୍ୟୁରୋ

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଉପାନ୍ତ ଅଞ୍ଚଳରେ ଥିବା ସେତୁ ଗୁଡ଼ିକୁ ବିସ୍ଫୋରଣ କରି ଉଡ଼ାଇ ଦେବା ନେଇ ସିପିଆଇ (ମାଓବାଦୀ) ନକ୍ସଲଙ୍କ ପକ୍ଷରୁ ମସୁଧା ଚାଲିଥିବାର ସତର୍କ ସୂଚନା ଦେଇଛନ୍ତି ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସଦ୍ୟତମ ସତର୍କ ସୂଚନା…

ବିଶ୍ୱକପ ହକି ପାଇଁ ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର : ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ପୁରୁଷ ବିଶ୍ୱକପ୍ ହକି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ନଭେମ୍ବର୨୭ ତାରିଖ ମଙ୍ଗଳବାର ଦିନ ବିଶ୍ୱକପ୍ ହକିର ଉଦଘାଟନୀ ଉତ୍ସବ ଅବସରରରେ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ…

ଶ୍ରୀଜଗନ୍ନାଥଙ୍କ ଗୁପ୍ତ ନୀତି: ନଭେମ୍ବର ୨୬ ଓ ୨୭ ତାରିଖରେ ୪ ଘଣ୍ଟା ଲାଗି ଶ୍ରୀମନ୍ଦିର ବନ୍ଦ ରହିବ

ପୁରୀ: ଶ୍ରୀକ୍ଷେତ୍ରସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପାରମ୍ପରିକ ଗୁପ୍ତନୀତି ଲାଗି ନଭେମ୍ବର ୨୬ ଓ ୨୭ ତାରିଖରେ ୪ ଘଣ୍ଟା ଲାଗି ସମ୍ପୂର୍ଣ୍ଣ ବନ୍ଦ ରହିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସୂଚନାନୁଯାୟୀ, ସୋମବାର ଦିନ ସିଂହାରୀ ସେବାୟତଙ୍କ ଦ୍ୱାରା…

ଭୁବନେଶ୍ୱର: ରାତ୍ରୀକାଳୀନ ମଦ ବିକ୍ରି ସମୟ ପରିବର୍ତ୍ତନ ହେଲା, ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜଧାନୀରେ ପୁରୁଷ ହକି ବିଶ୍ୱକପ୍ ସମୟରେ ବିଳମ୍ବିତ ରାତି ଯାଏଁ ମଦ ଦୋକାନ ଖୋଲା ତଥା ବିକ୍ରି କୁ ନେଇ ପ୍ରବଳ ବିରୋଧ ପରେ ରାଜ୍ୟ ସରକାର ମଦ ବିକ୍ରି ସମୟ ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି। “ ପୁରୁଷ ହକି ବିଶ୍ୱକପ୍ ସମୟରେ ଅନ୍ ସପରେ ରାତି ସାଢେ ଗୋଟାଏ ଯାଏଁ ମଦ…

‘ମୋ ସାଇକେଲ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ରାଜଧାନୀରେ ହକି ଫିଭର ଜାରି ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ଛକ ପାଖରେ ‘ମୋ ସାଇକେଲ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସ୍ୱଳ୍ପ ଖର୍ଚ୍ଚ ତଥା ସୁସ୍ଥ ଯାତ୍ରାର ବିକଳ୍ପ ଭାବେ ଏହି ଅଭିଯାନରେ…

ହକି ବିଶ୍ୱକପ ଖେଳସୂଚୀ

ଭୁବନେଶ୍ୱର: ମଙ୍ଗଳବାର ଅର୍ଥାତ ୨୭ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଉଦଘାଟିତ ହେଉଛି ହକି ମହାକୁମ୍ଭ ‘ଓଡ଼ିଶା ବିଶ୍ୱକପ ହକି ୨୦୧୮’ । ଏହି ବିଶ୍ୱକପରେ ଆୟୋଜକ ଭାରତ ସମେତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଜର୍ମାନୀ, ସ୍ପେନ,…

ପଦ୍ମପୁର ଓ ପୁରୁଷୋତ୍ତମପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ବରଗଡ଼/ବ୍ରହ୍ମପୁର : ବରଗଡ଼ ଜିଲ୍ଲାର ପଦ୍ମପୁର ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରକୁ ଜିଲ୍ଲା ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ବନ୍ଦ ଡାକରା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି…

ବିଜେପି ଉପରେ ଖପ୍ପା ଦିଲ୍ଲୀପ ରାୟ, ଛାଡ଼ିବେ ବିଧାୟକ ପଦବୀ !

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ରାଉରକେଲାର ବିଧାୟକ ଦିଲ୍ଲୀପ ରାୟ ରବିବାର ଦିନ ଗଣମାଧ୍ୟମକୁ ଦେଇଥିବା ଏକ ବୟାନ ଓଡ଼ିଶା ରାଜନୀତିରେ ଉଷ୍ମତା ଆଣିଦେଇଛି । ଆଗକୁ ଦୁଇ ଦୁଇଟି ନିର୍ବାଚନ ଆସୁଥିବା ବେଳେ ବେଶ୍ ଗୁରୁତ୍ୱ ବହନ କରୁଥିବା ଦିଲ୍ଲୀପଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିକୁ…

ବିରାଟଙ୍କ ଧୁଆଁଧାର ବ୍ୟାଟିଂରେ ଭାରତ ବିଜୟୀ, ସିରିଜ୍ ୧-୧ରେ ବରାବର ରହିଲା

ସିଡ଼ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ଶୃଙ୍ଖଳାର ୩ୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି । ଅଧିନାୟକ ବିରାଟ କୋହଲୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଏହି ମ୍ୟାଚ ଜିତି ସିରିଜକୁ ୧-୧ରେ ବରାବର ରଖିବାକୁ ସକ୍ଷମ ହୋଇପାରିଛି । ଅଷ୍ଟ୍ରେଲିଆ…

ଦୀପା କର୍ମକାର ଜିତିଲେ ବିଶ୍ୱକପ ଆର୍ଟିଷ୍ଟିକ୍ ଭୋଲ୍ଟ ବ୍ରୋଞ୍ଜ୍ ମେଡ଼ାଲ

ନୂଆଦିଲ୍ଲୀ: ଭାରତୀୟ ମହିଳା ଜିମ୍ନାଷ୍ଟ ଦୀପା କର୍ମକାରର ଜର୍ମାନୀରେ ଚାଲିଥିବା ବିଶ୍ୱକପ ଆର୍ଟିଷ୍ଟିକ୍ ଭୋଲ୍ଟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅଲିମ୍ପିକ୍ସରେ ପଦକ ହାସଲ କରିବାରୁ ବଞ୍ଚିତ ହୋଇଥିବା ଏହି ଭାରତୀୟ ଜିମ୍ନାଷ୍ଟିକ୍ସ ସେନସେସନ୍ ଦୀପା ଆଜି ୧୪.୩୧୬…