ଇତିହାସ ରଚିଲେ ମେରୀ କମ୍ : ୬ଷ୍ଠ ଥର ଲାଗି ହେଲେ ବିଶ୍ୱ ବିଜୟିନୀ
ନୂଆଦିଲ୍ଲୀ: ଅଲିମ୍ପିକ୍ସ ବକ୍ସିଂ ପଦକ ବିଜେତା ତଥା ଭାରତୀୟ ମହିଳା ବକ୍ସିଂ ଆଇକନ୍ ମେରୀ କମ୍ ଏଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି ।
ମେରୀ କମ୍ ୬ଷ୍ଠଥର ଲାଗି ଏହି ଆଖ୍ୟା ଅର୍ଜନ କରି ଏକ ବିରଳ…