ଢେଙ୍କାନାଳ ଝିଙ୍କିରିଗଡ଼ି ଜଙ୍ଗଲରେ ଗଛକଟା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ୍ଡା ନିର୍ଦ୍ଦେଶ
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମର ଝିଙ୍କରଗଡ଼ି ଜଙ୍ଗଲରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ନିର୍ମାଣ ହେଉଥିବା ମୂଲ୍ୟବାନ ଗଛକଟାକୁ ତୁରନ୍ତ ବନ୍ଦ କରିବାକୁ ରବିବାର ଦିନ ବିଭାଗୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।…