ବାଲେଶ୍ୱର: ଗ୍ରାମବାସୀଙ୍କ ଆକ୍ରମଣରେ ବନ କର୍ମଚାରୀ ଆହତ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟସ୍ଥ ହାତିମୁଣ୍ଡା ଗାଁରେ ଶୁକ୍ରବାର ରାତିରେ ଗ୍ରାମବାସୀ ଓ ବନ ବିଭାଗ ମଧ୍ୟରେ ମୁହାଁମୁହିଁ ହୋଇଥିବା ଘଟଣା ନଜରକୁ ଆସିଛି ।
ମିଳିଥିବା ସୂଚନା ଅନୁଯାୟୀ ଗାଁରେ ହାତୀ ଘଉଡାଇବା ପାଇଁ ନୀଳଗିରି ରେଞ୍ଜରଙ୍କ ସହ ଫରେଷ୍ଟ ଗାର୍ଡ ଓ ୬ଜଣ ବନ…