ଆଫଗାନିସ୍ଥାନରୁ ଆସିବ ପିଆଜ; ଦରବୃଦ୍ଧି ନେଇ ବଢିଲା ଖାଉଟୀଙ୍କ ଚିନ୍ତା !
କଟକ/ଭୁବନେଶ୍ୱର: ନିକଟରେ ପିଆଜ ଦର ହ୍ରାସ ହେବାର କୌଣସି ସମ୍ଭାବନା ନଥିବାରୁ ଓଡ଼ିଶାର ଖାଉଟୀଙ୍କ ଏବେ ଚିନ୍ତା ବୃଦ୍ଧି ହେବା ସ୍ୱାଭାବିକ ।
ଏସମ୍ପର୍କରେ କଟକ ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଶୁକ୍ରବାର ଦିନ ‘ଓଡ଼ିଶା ସମ୍ବାଦ’କୁ କହିଛନ୍ତି ଯେ, ମହାରାଷ୍ଟ୍ରର…