ସ୍ୱାମୀଙ୍କ ସହ ଝଗଡ଼ା ପରେ ଫ୍ୟାନରେ ଝୁଲି କଲେଜ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା !
ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ କଲେଜ ଶିକ୍ଷୟିତ୍ରୀ ସ୍ୱାମୀଙ୍କ ସହିତ ଝଗଡ଼ା ହେବା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କେଶୁରା ଅନ୍ତର୍ଗତ ଏସବିଆଇ କଲୋନୀରେ ଥିବା ଏକ ଭଡ଼ା ଘରେ ଏହି ଘଟଣା ଘଟିଥିବାର ସୂଚନା ହସ୍ତଗତ ହୋଇଛି ।
ମହିଳା ଜଣକ ଅସୀମା ନାୟକ ବୋଲି ଚିହ୍ନ ହୋଇଥିବା ବେଳେ…