Latest Odisha News

BREAKING NEWS

Yearly Archives

2019

ମିଳିତ ସଂସଦୀୟ କମିଟିରେ ସାମିଲ ହେଲେ ଓଡିଶାର ୨ ସାଂସଦ

ଭୁବନେଶ୍ୱର: ଓଡିଶା ସାଂସଦ ଭର୍ତ୍ତୃହରି ମହତାବ ଓ ଅମର ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଡାଟା ସଂରକ୍ଷଣ ବିଲ୍ ୨୦୧୯ରେ  ମିଳିତ ସଂସଦୀୟ କମିଟିର ସଦସ୍ୟ ରୂପେ ସାମିଲ କରାଯାଇଛି । କଟକ ଲୋକସଭା ନିର୍ବାଚନମଣ୍ଡଳୀରୁ ଭର୍ତ୍ତୃହରି ମହତାବ ବିଜେଡିର ସାଂସଦ ରହିଥିବା ବେଳେ ପୂର୍ବତନ ପ୍ରିନ୍ସପାଲ…

ନାଗରିକତା ସଂଶୋଧନ ବିଲ: ଉତ୍ତର-ପୂର୍ବାଞ୍ଚଳରେ ସ୍ଥିତି ଶାନ୍ତ, ପଶ୍ଚିମବଙ୍ଗରେ ବଢୁଛି ଜନଅସନ୍ତୋଷ

ନୂଆଦିଲ୍ଲୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହିତ ହେବା ଏବଂ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ଜନଅସନ୍ତୋଷ ବଢିଛି । ଏହି ବିଲକୁ ବିରୋଧ କରି ଆସାମରେ ସୃଷ୍ଟି ହୋଇଥିବା ହିଂସା ପରିସ୍ଥିତି ଶାନ୍ତ ପଡୁଥିବା…

୧୯ରେ ଆଇପିଏଲ ନିଲାମ ପ୍ରକ୍ରିୟା; ସାମିଲ ହେବେ ୩୩୨ ନାମୀ କ୍ରିକେଟିୟର୍ !

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୦ ଇଣ୍ଡିଆନ ପ୍ରିମିୟର ଲିଗ୍ ନିଲାମ ପାଇଁ ଖେଳାଳୀ ସୂଚୀ ଚୂଡାନ୍ତ କରିଛି । ଏଥର ନିଲାମ ପ୍ରକ୍ରିୟାରେ ୩୩୨ ଖେଳାଳି ସାମିଲ ହେବେ । ୧୯ ଡିସେମ୍ବର ଅପରାହ୍ନ ୩ଟା୩୦ରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ ୯୯୭ ଖେଳାଳିଙ୍କ ନାମ…

ପ୍ରେମ ବିଗାଡୁଛି ଋଷଭ ପନ୍ଥଙ୍କ ପ୍ରଦର୍ଶନ !

ମୁମ୍ବାଇ: ଏବେ ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ଋଷଭ ପନ୍ଥ ସବୁଠାରେ ଚର୍ଚ୍ଚାର କାରଣ ସାଜିଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ଦୃଷ୍ଟିକଟୁ ସାଜିଥିବା ପନ୍ଥ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ସେତେଟା ସଫଳ ହୋଇ ନାହାନ୍ତି । ଜାତୀୟ ଦଳରେ ନିଜ ସ୍ଥାନ ସୁରକ୍ଷିତ କରି ପାରୁ…

ପୁରୀ ଶ୍ରୀମନ୍ଦିରର ନାଟୁଆ ଗଣେଶ; ଦୈନିକ ରାତିରେ ମହାପ୍ରଭୁଙ୍କୁ ଦିଅନ୍ତି ଭକ୍ତଙ୍କ ହିସାବ !

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ନୃତ୍ୟ ଗଣେଶ, ନାଟ ଗଣେଶ ବା ନାଟୁଆ ଗଣେଶଙ୍କ ଗୁରୁତ୍ୱ ରହିଛି । ଜଗନ୍ନାଥ ଭକ୍ତମାନେ ଏହି ଗଣେଶଙ୍କୁ ନିଷ୍ଠାର ସହ ପୂଜା କରୁଛନ୍ତି । ବିମଳା ମନ୍ଦିରର ସମ୍ମୁଖ ଭାଗରେ ଦକ୍ଷିଣଭିମୂଖୀ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ମନ୍ଦିର ମଧ୍ୟରେ ଏହି ଠାକୁର ପୂଜା ପାଉଛନ୍ତି ।…

ସୁରକ୍ଷିତ ଫେରିଲେ ଓଡିଶା କ୍ରିକେଟର; ଅଶାନ୍ତ ଗୌହାଟୀରେ ବିତାଇଥିଲେ ୨ ଦିନ

ଭୁବନେଶ୍ୱର: ନାଗରିକତା ବିଲକୁ ବିରୋଧ କରି ଆସାମରେ ହିଂସା ପରିସ୍ଥିତି ଉପୁଜିଥିବା ବେଳେ ସେଠାରେ ଫସି ରହିଥିବା ଓଡିଶାର ଅଣ୍ଡର-୧୯ ଓ ଅଣ୍ଡର-୨୩ ବର୍ଗର କ୍ରିକେଟ୍ ଟିମ୍ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅଣ୍ଡର-୨୩ ଟିମ୍ ମ୍ୟାଚ ଖେଳିଥିବା ବେଳେ ଅଣ୍ଡର-୧୯…

ଭୁବନେଶ୍ୱରରେ ଲଞ୍ଚ ହେଲା ‘ସ୍ୱିଗି ଗୋ’ ସେବା

ଭୁବନେଶ୍ୱର: ଖାଦ୍ୟ ବିତରଣ ସଂସ୍ଥା ‘ସ୍ୱିଗି’ ପକ୍ଷରୁ ଜନସାଧାରଣଙ୍କ ପାଇଁ ଏକ ନୂଆ ସେବା ଆରମ୍ଭ ହେବାକୁ ଯାଉଛି । ଏହି ସେବା ଆପଣଙ୍କ ଘର ଠାରୁ ଅଫିସ୍ ଯାଏଁ ଲଣ୍ଡ୍ରୀ, ଭୁଲି ଯାଇଥିବା ଚାବି, ଲଞ୍ଚ ବାକ୍ସ ଓ ଜରୁରୀ ଡକୁମେଣ୍ଟ ଆଦି ଆପଣଙ୍କ ପାଖରେ ପହଞ୍ଚାଇପାରିବ। ଏପରିକି ଜିନିଷ ନେବା…

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଫକୀର ଚରଣ ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଫକୀର ଚରଣ ପଟ୍ଟନାୟକଙ୍କ ଗୁରୁବାର ରାତି ପ୍ରାୟ ୨ଟା ବେଳେ କେନ୍ଦ୍ରାପଡା ଜିଲ୍ଲା ପୁରୁଣା ସହରସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ଥିବାନେଇ…

ରବି କୁମାରଙ୍କ ସମେତ ୪ ଜଣଙ୍କୁ ବାସନ୍ଦ କଲା ନାଡା

ଭୁବନେଶ୍ୱର: ବିଶ୍ୱକପ୍ ପଦକ ବିଜେତା ତଥା ବନ୍ଧୁକଚାଳକ ରବି କୁମାର ଜାତୀୟ ଡୋପିଂ ନିରୋଧି ସଂସ୍ଥା(ନାଡା)ର ଶୃଙ୍ଖଳାଗତ ପ୍ୟାନେଲ(ଏଡିଡିପି)କୁ ବୁଝାଇବାରେ ବିଫଳ ହେବା ପରେ ନାଡା ପକ୍ଷରୁ ତାଙ୍କୁ ପାଖାପାଖି ୨ ବର୍ଷ ଲାଗି ବାସନ୍ଦ କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା…

ଟ୍ରକ୍-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨ ଜୀବନ୍ତ ଦଗ୍ଧ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ୍ ଓ ବିପରୀତ ଦିଗରୁ ଆସୁଥିବା ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ କୌଣସି କାରଣବଶତଃ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଅଚାନକ ଗାଡିରେ ନିଆଁ…