Latest Odisha News

BREAKING NEWS

Yearly Archives

2019

କାନ୍ସ ଫିଲ୍ମ ଫେଷ୍ଟିଭାଲ୍: ଚର୍ଚ୍ଚାରେ ଓଡ଼ିଶାର କଳାକାର

ଭୁବନେଶ୍ୱର: କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟରେ ଭାରତୀୟ ଅଭିନେତ୍ରୀ ଚାଲିବାକୁ ନେଇ ପ୍ରତିଦିନ ଖବରରେ ଶୀର୍ଷକ ମଣ୍ଡନ କରୁଥିବାର ଦେଖାଯାଉଛି । ଓଡ଼ିଆ ବି କମ୍ ନୁହନ୍ତି, ଅନେକ କାରଣରୁ କାନ୍ସରେ ଓଡ଼ିଶାର କଳାକାରମାନଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଏବେ ଜୋର୍ ଧରିଛି । ଓଡ଼ିଆ…

ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର : ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଶନିବାର ଦିନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜୀବନ କାରାଦଣ୍ଡ ବିଧାନ କରିଛନ୍ତି । ୨୦୧୪ ମସିହା ବଡବଜାର କେସ୍ ମାମଲାର ଶୁଣାଣି କରି ଅଦାଲତ ଏହି ରାୟ ଶୁଣାଇଛନ୍ତି। ଏହି ରାୟ ବ୍ରହ୍ମପୁର ଏଡିଜି-୧ ସଞ୍ଜୟ ସାହୁ ଶୁଣାଇଛନ୍ତି। ଏହି…

ନୂଆପଡାରେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଶନିବାର ଦିନ ଜଣେ କ୍ୟାଡର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମ ପର୍ଶୁରାମ ମାଝି ଓରଫ୍ ମଣ୍ଟୁ ବୋଲି ଜଣାପଡିଛି। ଗଣମାଧ୍ୟମକୁ ସୂଚନା ଦେଇ ନୂଆପଡା ଏସପି ପରମାର ସ୍ମିତ କହିଛନ୍ତି “ ମୈନପୁର- ନୂଆପଡା…

ମାଲକାନଗିରିରେ ପଞ୍ଚାୟତ ଅଫିସ୍ ଉଡାଇଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଟିମୁରପାଲି ପଞ୍ଚାୟତ ଅଫିସକୁ ମାଓବାଦୀ ମାନେ ଶୁକ୍ରବାର ବିଳମ୍ବିତ ରାତିରେ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଗତକାଲି ରାତିରେ ପାଖାପାଖି ୩୦ରୁ ୪୦ ଜଣ ସଶସ୍ତ୍ର ମାଓବାଦୀ ଆସି ବିସ୍ଫୋରଣ କରି…

କେନ୍ଦୁଝର: ହାତୀ ଆକ୍ରମଣରେ ୨ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଦୁଇଟି ଭିନ୍ନଭିନ୍ନ ଗ୍ରାମରେ ଶନିବାର ଦିନ ଏକ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଜଗା ମଲ୍ଲିକ (୫୨) ଏବଂ ସେ ନୂଆରଗୋଡି ଗ୍ରାମର ବାସିନ୍ଦା ହୋଇଥିବାବେଳେ ଅନ୍ୟଜଣେ କାନପୁର ଗାମର ସଞ୍ଜୁଲତା ରାଉତ ବୋଲି ଜଣାପଡିଛି ।…

ଭୁବନେଶ୍ୱରରେ ୭ଟି ଗାଡି ଜାଳିଦେଲେ ଦୁବୃର୍ତ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ନିକଟରେ କେହି ଦୁବୃର୍ତ୍ତ ପାଖାପାଖି ୭ଟି ଗାଡି ଜାଳିଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଜଗନ୍ନାଥ ନଗରର ହେରିଟେଜ୍ ବିଲଡିଂ ତଳେ ପାର୍କିଂ ହୋଇଥିବା ୨ଟି କାର୍ ଓ ୫ଟି ବାଇକକୁ ଗତକାଲି ବିଳମ୍ବିତ ରାତିରେ କେହି…

ଆରମ୍ଭ ହେଲା ଓଜେଇଇ ଅଫଲାଇନ୍ ପରୀକ୍ଷା

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଅଫଲାଇନ୍ ପରୀକ୍ଷା ଶନିବାର ଦିନ ଅନୁଷ୍ଠିତ ହୋଇଛି । ଓଜେଇଇ ପରୀକ୍ଷା ରାଜ୍ୟର ୨୦ଟି ସହରରେ ପ୍ରାୟ ୫୩ଟି ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହେଉଛି । ଆହୁରି ମଧ୍ୟ ପାଖାପାଖି ୨୯ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି ।…

ବିଶ୍ୱକପ କ୍ରିକେଟ ୨୦୧୯: ଭାରତ ଓ ଅଷ୍ଟ୍ରେଲିଆ ମୁଖ୍ୟ ଦାବିଦାର୍

ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ ଇଂଲଣ୍ଡ ଓ ୱେଲ୍ସଠାରେ ମେ ୩୦ରୁ ଜୁଲାଇ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବିଶ୍ୱକପରେ ୧୦ଟି ଦେଶ ଯଥା - ଆୟୋଜକ ଇଂଲଣ୍ଡ, ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ବାଂଲାଦେଶ ଏବଂ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ୧୮-୦୫-୨୦୧୯ ଶନିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୧୮ ରିଖ ଶନିବାର ବୃଷ ୪ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର ବୃଷ ସିଂହ କନ୍ୟା ରାଶିର ଘାତ ବାର…

ଓଡ଼ିଶାରେ ଆଗାମୀ ୨୪ ଘଣ୍ଟା ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ତଥା ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର ଦିନ ଆଗାମୀ ୪୮ ଘଣ୍ଟା ଏଥିପ୍ରତି ସତର୍କ ରହିବାକୁ ଆଲର୍ଟ ଜାରି କରିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ…