ଅଂଶୁଘାତ ଯୋଗୁଁ ଓଡ଼ିଶାରେ ୫ ଜଣଙ୍କ ପ୍ରାଣହାନୀ
ଭୁବନେଶ୍ୱର: ଓଡ଼ିଶାରେ ଶୁକ୍ରବାର ଦିନ ଅଂଶୁଘାତ ଯୋଗୁଁ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ବଲାଙ୍ଗିର ଜିଲ୍ଲାରେ ଦିନ ଗୋଟାଏ ବେଳେ ଅଗଲପୁର ବ୍ଲକ ବାଡ଼ଟିକା ଗ୍ରାମର ଦେବାନନ୍ଦ ସାହୁ (୬୦) ରୁଗୁଡ଼ିଖଲା-ସମ୍ବଲପୁର ଜାତୀୟ ରାଜପଥ ନିକଟରେ ସଉଦା କରୁଥିବା ସମୟରେ ଅଚେତ ହୋଇ…