Latest Odisha News

BREAKING NEWS

Yearly Archives

2019

ଉପନ୍ୟାସଟା ପିଲାଖେଳ ନୁହେଁ : ଆନିସୁଲ୍‍ ହକ୍‍

ବାଂଲାଦେଶର ବହୁଚର୍ଚ୍ଚିତ କଥାକାର, କବି ଓ ସାମ୍ବାଦିକ ଆନିସୁଲ୍ ହକ୍ ସ୍ୱରଚିତ ଉପନ୍ୟାସ ‘ମା’ ପାଇଁ ପ୍ରସିଦ୍ଧ । ୩୦ରୁ ଅଧିକ ବଙ୍ଗଳା ସଂସ୍କରଣ ଓ ଦେଶୀ ବିଦେଶୀ ଭାଷାରେ ଅନୁବାଦ ହୋଇସାରିଥିବା ଏହି ପୁସ୍ତକ ୧୯୭୧ ବାଂଲାଦେଶ ମୁକ୍ତି ଆନ୍ଦୋଳନ ପୃଷ୍ଠଭୂମିରେ ରଚିତ । ‘ମା’ ବହିଟି ଦିବଂଗତ…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ୨ ମୃତ

ବଲାଙ୍ଗିର : ରାଜ୍ୟ ବିଜେପି କାର‌୍ୟ୍ୟକାରିଣୀ ସଦସ୍ୟ ତଥା ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାଷ୍ଟ୍ରପତି ବେହେରା ଏବଂ ତାଙ୍କ ସହଯୋଗୀଙ୍କର ଗୁରୁବାର ରାତିରେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବେହେରା ଓ ତାଙ୍କ…

ଟିକେ ବିରତି ନେବା

ଟିକେ ବିରତି ନେବା ଲୋପାମୁଦ୍ରା ନାୟକ ଚାଲ ପ୍ରିୟ !!! ତୁମ ଓଠର ଶୋଷକୁ ମୋ ଓଠରେ ନ ମାରି ନିଜ'ନିଜକୁ ଚାରିଫୁଟିଆ ଘରେ ବନ୍ଦ କରିଦେବା ଗୁରୁଣ୍ତି ଗୁରୁଣ୍ଡି ତାତିଟା ହାଁ ମେଲେଇବା ଉପରେ ରାଜନୀତି ଚୁଲିରେ ଏବେ ବିରାଟ ବଡ ହାଣ୍ତି ଅପମିଶ୍ରଣ ଚାଉଳ ଫୁଟିବାଫୁଟିବା ଉପରେ…

ଜୀଇଁଵାକୁ ଚାହେଁ

ଜୀଇଁଵାକୁ ଚାହେଁ ଅଭୀପ୍ସା ଜେନା ସମ୍ଭାବନାର ମନ୍ତ୍ର ସେ ଜୀଵନର ମୁଗ୍ଧଗୀତ ସେ ଆଖିରେ ଆଖିଏ ସ୍ୱପ୍ନ ଭୁଞ୍ଜିଥିବା ଆତ୍ମାଟିଏ ଆଉ ଆଜି ତା ଆଖିରେ ଅସୁମାରୀ କ୍ଷତ! ମେଘମାଳ ଡେଇଁ ଉଡ଼ି ଵୁଲୁଥିଲା ମନର କପୋତ ତାର ହଠାତ୍ କେହି ଛେଦକଲା ଡେଣା ଦୁଇ ତାର। ମନେ ତାର…

ଆଜି ଘଟିପାରେ

ରାଶିଫଳ ତା୦୫-୦୪-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ମେଷ : ଆଜି ଆପଣଙ୍କୁ ଲକ୍ଷ୍ମୀଙ୍କର କୃପା ମିଳିବ । ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବ । ବ୍ୟବସାୟୀମାନେ ଲାଭବାନ ହେବେ । ପରିଜନମାନଙ୍କର ସହିତ ବିରୋଧ ହୋଇପାରେ, ସେଥିପାଇଁ କଥାବାର୍ତ୍ତାରେ ସତର୍କତା ଅବଲମ୍ବନ…

ବିଜେପିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ନେତା ବିଭୁ ତରାଇ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବାର ୨ ଦିନ ପରେ ବରିଷ୍ଠ ନେତା ବିଭୁ ତରାଇ ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତିି । ପୂର୍ବତନ କଂଗ୍ରେସ ନେତା ଶ୍ରୀ ତରାଇ ଗୁରୁବାର ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ପହଞ୍ଚି ବିଜେପି ରାଷ୍ଟ୍ରୀୟ…

ଗୋଟିଏ ଲୋକସଭା ଓ ୨ଟି ବିଧାନସଭା ଆସନରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗୁରୁବାର ସନ୍ଧ୍ୟାରେ ପୁଣି ନିର୍ବାଚନ ପ୍ରାର୍ଥୀ ବଦଳାଇଛନ୍ତି । କଂଗ୍ରେସ ପକ୍ଷରୁ ଗୋଟିଏ ଲୋକସଭା ଏବଂ ୨ଟି ବିଧାନସଭା ଆସନରେ ପୂର୍ବ ଘୋଷିତ ପ୍ରାର୍ଥୀ ବଦଳିଛନ୍ତି । କେନ୍ଦୁଝର ଲୋକସଭା ଆସନରେ ଫକିର ମୋହନ ନାୟକଙ୍କ ବଦଳରେ ମୋହନ…

ମୟୂରଭଞ୍ଜ ଲୋକସଭା ଆସନରୁ ଏଥର ଲଢିବେ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ

ବାରିପଦା: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପକ୍ଷରୁ ବୁଧବାର ରାଜ୍ୟର ଗୋଟିଏ ଲୋକସଭା ଓ ୫ ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଦଳର କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ ଏକ ପ୍ରେସ ବିବୃତିରେ ଏନେଇ ସୂଚନା ଦେଇଛନ୍ତି । ସୁଚନା ମୁତାବକ ମୟୁରଭଞ୍ଜ ଲୋକସଭା…

ନିର୍ବାଚନ ଲଢିବାକୁ ଇଚ୍ଛୁକ ମୟୁରଭଞ୍ଜ ଡାକ୍ତରଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲାର ସରକାରୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଇସ୍ତଫା ପତ୍ରକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ନିର୍ବାଚନ ଲଢିବା ଲାଗି ସେ ଅକ୍ଟୋବର ୪ ତାରିଖରେ ଇସ୍ତଫା ଦେଇଥିଲେ । ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବୁଧବାର ଦିନ…

ଚର୍ଚ୍ଚାରେ ନବୀନଙ୍କ ହାଇଟେକ୍ ପ୍ରଚାର ଗାଡ଼ି…

ଭୁବନେଶ୍ୱର: ନିର୍ବାଚନ ଲାଗି ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ହୋଇଥିବା ହାଇଟେକ୍ ବସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଆରମ୍ଭ କରିଛନ୍ତି ତାଙ୍କର ପ୍ରଥମ ନିର୍ବାଚନ ପ୍ରଚାର । ସ୍ୱତନ୍ତ ଶୈଳୀରେ ନିର୍ମିତ ଏହି ହାଇଟେକ୍ ପ୍ରଚାର ଗାଡ଼ିରେ ହିଁ ନବୀନ ତାଙ୍କର ମାରାଥନ୍…