‘ଗୁଗୁଲ ରାଜନୈତିକ ବିଜ୍ଞାପନଦାତା’ ତାଲିକା ଶୀର୍ଷରେ ବିଜେପି
ନୂଆଦିଲ୍ଲୀ : ଗୁଗୁଲରେ ଭାରତୀୟ ରାଜନୈତିକ ବିଜ୍ଞାପନଦାତା ମାନଙ୍କ ମଧ୍ୟରେ ବିଜେପି ଶୀର୍ଷସ୍ଥାନରେ ରହିଥିବାବେଳେ କଂଗ୍ରେସ ରହିଛି ୬ନଂ ସ୍ଥାନରେ ।
ଗୁଗୁଲ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ରାଜନୈତିକ ବିଜ୍ଞାପନଦାତାଙ୍କ ମଧ୍ୟରେ ବିଜେପି ନାମରେ ୩୨ ପ୍ରତିଶତ ସେୟାର…