ଚାପରେ ମୁଣ୍ଡ ଝୁଙ୍କାଇଲା ପାକିସ୍ତାନ, ବୀରଦର୍ପରେ ଫେରୁଛନ୍ତି ଅଭିନନ୍ଦନ…
ନୂଆଦିଲ୍ଲୀ: ପାକିସ୍ତାନ ସେନା କବଳରେ ଥିବା ଭାରତୀୟ ବାୟୁସେନା ପାଇଲଟ୍ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନ ଆଜି ଭାରତ ଫେରୁଛନ୍ତି ।
ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଦିନ ଭାରତୀୟ ବାୟୁସେନା ପାଇଲଟଙ୍କୁ ମୁକ୍ତ କରିଦେବାକୁ ଘୋଷଣା କରିବା ପରେ ଆଜି ଦିନ ୩ଟା ସମୟରେ…