ଜମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ପୁଲୱାମା ଆକ୍ରମଣର ୨ ମାଷ୍ଟରମାଇଣ୍ଡ ନିହତ
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପୁଲୱାମା ଜିଲ୍ଲାରେ ଗତ ଫେବ୍ରୃାରୀ ୧୪ ତାରିଖରେ ହୋଇଥିବା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ନିହତ ହୋଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ ସେନା ଏନକାଉଣ୍ଟରେ ପୁଲୱାମା ଆକ୍ରମଣରେ ସମ୍ପୃକ୍ତ ଦୁଇ…