ରାଜ୍ୟରେ +୨ ଖାତା ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଚଳିତ ବର୍ଷ ସମସ୍ତ +୨ ଖାତାର ଅନଲାଇନ ଓ ଅଫଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ।
ମୂଲ୍ୟାୟନ କେନ୍ଦ୍ରର ପର୍ଯ୍ୟବେକ୍ଷକଙ୍କ ନିକଟକୁ ଚିଠି ଲେଖି ସମସ୍ତ ଅନଲାଇନ ଓ ଅଫଲାଇନ୍ ମୂଲ୍ୟାୟନ…