Latest Odisha News

BREAKING NEWS

Yearly Archives

2019

ଉଦଯାପିତ ହେଲା ରାଜାରାଣୀ ସଙ୍ଗୀତ ଉତ୍ସବ: ଶୁଭା ମୁଦଗଲଙ୍କ ଯାଦୁକରୀ ମୁର୍ଚ୍ଛନାରେ ଶ୍ରୋତା ବିଭୋର

ଭୁବନେଶ୍ୱର : ରାଜାରାଣୀ ସଙ୍ଗୀତ ଉତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା…

ଆସନ୍ତା ୨୫ରେ ରାହୁଲ ଗାନ୍ଧୀଙ୍କ ମୁଖା ଖୋଲିଦେବାକୁ ଶ୍ରୀକାନ୍ତ ଜେନାଙ୍କ ଚେତାବନୀ !

ଭୁବନେଶ୍ୱର: କଂଗ୍ରେସ ଦଳରୁ ବହିଷ୍କୃତ ହେବାର କିଛି ଘଣ୍ଟା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ…

ଅସ୍ତରଙ୍ଗ ସମୁଦ୍ରରେ ବୁଡ଼ି ୩ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

କୋଣାର୍କ: ପୁରୀ ଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ସମୁଦ୍ରରେ ରବିବାର ଅପରାହ୍ନରେ ଗାଧୋଉଥିବା ବେଳେ ଘରୋଇ ଇଞ୍ଜିନିୟରିଂ କଲେଜର ୩ ଜଣ ଛାତ୍ର ବୁଡ଼ି ପ୍ରାଣ ହରାଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱର ସିଲିକନ୍ ଇଞ୍ଜିନିୟରିଂ କଲେଜର ୬ ଜଣ ଛାତ୍ର ଆଜି ସକାଳେ ଅସ୍ତରଙ୍ଗର ଜାହାନୀୟା…

ଭୁବନେଶ୍ୱର: ଏମ୍ସ ହସ୍ପିଟାଲ ୬ ମହଲାରୁ ଖସି ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱର ସିଜୁଆ ସ୍ଥିତ ଏମ୍ସ ହସ୍ପିଟାଲ ୬ ମହଲାରୁ ଖସି ପଡି ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ମୃତକଙ୍କ ନାମ ସତ୍ୟଜିତ ମହାନ୍ତି ଏବଂ ସେ ଖୋର୍ଦ୍ଧା ସ୍ଥିତ ଜକରା ଗ୍ରାମର ବାସିନ୍ଦା ବୋଲି ସୁତ୍ରରୁ ପ୍ରକାଶ । ମିଳିଥିବା ସୂଚନାନୁଯାୟୀ କିଛିଦିନ ପୂର୍ବରୁ…

ଖୋର୍ଦ୍ଧା ମଦନ ମୋହନ ମନ୍ଦିରରୁ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପାତ୍ରପଡ଼ାର ମଦନ ମୋହନ ମନ୍ଦିରରୁ ଗତ ରାତିରେ ଅଜଣା ଦୁର୍ବୃତ୍ତ ଠାକୁରଙ୍କର ମୂଲ୍ୟବାନ ଅଳଙ୍କାର ଲୁଟି ନେଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଭିତରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି ।…

ଜେଇଇ ମେନ୍ ପରୀକ୍ଷା ରେଜଲ୍ଟ: ୧୦୦ % ମାର୍କ ରଖି ଓଡ଼ିଶାର ସମ୍ବିତ ବେହେରା ଶୀର୍ଷରେ

ଭୁବନେଶ୍ୱର: ସର୍ବଭାରତୀୟ ଜେଇଇ ମେନ ୨୦୧୯ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ଓଡ଼ିଆ ଛାତ୍ର ସମ୍ବିତ ବେହେରା ଦେଶର ଶୀର୍ଷରେ ଥିବା ୧୪ ଜଣଙ୍କ ସହିତ ୧୦୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବାର ଗୌରବ ଅର୍ଜନ କରିଛନ୍ତି । ଓଡ଼ିଆ ଛାତ୍ର ସମ୍ବିତ ବେହେରା ସର୍ବଭାରତୀୟ ଜେଇଇ ମେନ…

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଗୌରୀ ନଗର ୫ନଂ ଲେନରେ  ଘର ମଧ୍ୟରୁ ରବିବାର ଦିନ ସକାଳୁ ଲିଙ୍ଗରାଜ ପୋଲିସ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଛି । ପ୍ରାଥମିକ ତଦନ୍ତ ପରେ ମୃତକ ମହିଳାଙ୍କ ନାମ ଅଳକା ବୋଲି ଜଣାପଡିଥିବା ବେଳେ ସେ ଉକ୍ତ ଭଡା ଘରେ ଅନିତା ନାମ୍ନୀ ଅନ୍ୟ…

ଶ୍ରୀକାନ୍ତ ଜେନା ଓ କୃଷ୍ଣ ସଗରିଆ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ଦଳରେ ଏବେ ଗୋଟିଏ ପକ୍ଷରେ ବରିଷ୍ଠ ନେତା ମାନେ ଦଳ ପରିତ୍ୟାଗ କରୁଥିବା ବେଳେ ଅନ୍ୟ ପଟରେ ଦଳୀୟ ହାଇକମାଣ୍ଡ ଦଳ ବଞ୍ଚାଇବାକୁ ବରିଷ୍ଠ ନେତାମାନଙ୍କୁ ଦଳରୁ ବହିଷ୍କୃତ କରିବାରେ ଲାଗିଛନ୍ତି । କଂଗ୍ରେସ ନେତା ତଥା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ପରେ…

ଟିକେ ଦେଖନ୍ତୁ: ଭାଇରାଲ୍ ଓଡ଼ିଆ ର‌୍ୟାପ୍ ‘ଆପଣମାନେ ଖୁସି ତ ?’

ଭୁବନେଶ୍ୱର: ‘ଆପଣ ମାନେ ଖୁସି ତ?’ ଏହି ବାକ୍ୟଟି ସହିତ ପ୍ରାୟ ସମସ୍ତ ଓଡ଼ିଆମାନେ ପରିଚିତ ଥିବେ, ମାତ୍ର ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାର ବିକାଶ ଓ ଅଭିବୃଦ୍ଧିକୁ ପ୍ରଶଂସା କରି ର‌୍ୟପ୍ ମାଧ୍ୟମରେ ସ୍ୱର ଦେଇ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି…

ରାଜଧାନୀରେ ନକଲି ଚା’ ବିକ୍ରି କରିବା ଅଭିଯୋଗରେ ବ୍ୟବସାୟୀ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଶନିବାର ଦିନ ‘ଟାଟା ଟି ପ୍ରିମିୟମ’ ନାମରେ ନକଲି ଚା’ ପ୍ୟାକେଜିଂ କରିବା ସହିତ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରି କୋର୍ଟକୁ ଚାଲାଣ କରିଛି । ମିଳିଥିବା ସୂଚନାନୁଯାୟୀ, ଟାଙ୍ଗୀ ଅଞ୍ଚଳର କନ୍ଦ ଦାସ (୩୨) ନାମକ ଜଣେ ବ୍ୟକ୍ତି ‘ଟାଟା ଟି…