ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶିତ
ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)ପକ୍ଷରୁ ଶନିବାର ଦିନ ଜେଇଇ ମେନ୍ – ୨୦୧୯ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ।
ପରୀକ୍ଷାର୍ଥୀମାନେ ଜେଇଇ ମେନ୍ – ୨୦୧୯ ପରୀକ୍ଷା ଫଳ ସ୍କୋର ଜାଣିବାକୁ ଚାହିଁଲେ www.jeemain.nic.in ୱେବସାଇଟରେ ସେମାନଙ୍କର ଆବେଦନ ନଂ ଏବଂ ଜନ୍ମ ଦିବସ…