ରାୟଗଡା: ମାଣିକେଶ୍ୱରୀ ମନ୍ଦିରରୁ ‘ଅଷ୍ଟଧାତୁ’ ମୂର୍ତ୍ତି ଚୋରି ଅଭିଯୋଗ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଖେଦାପଡ଼ା ନିକଟସ୍ଥ ମାଣିକେଶ୍ୱରୀ ମନ୍ଦିରରୁ ଗୁରୁବାର ରାତିରେ କେହି ଦୁବୃର୍ତ୍ତ ଅଷ୍ଟଧାତୁ ମୂର୍ତ୍ତି କୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିରର କବାଟ ଭାଙ୍ଗି ଅଷ୍ଟଧାତୁ ନିର୍ମିତ…