ଘନ କୁହୁଡି ଯୋଗୁଁ ଭୁବନେଶ୍ୱର ଏୟାରପୋର୍ଟରେ ବିମାନ ଚଳାଚଳ ବାଧାପ୍ରାପ୍ତ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଶନିବାର ସକାଳୁ ଘନ କୁହୁଡି ଯୋଗୁଁ ବିମାନ ଚଳାଚଳ ବାଧାପ୍ରପ୍ତ ହୋଇଛି ।
ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଘନ କୁହୁଡିର ଆସ୍ତରଣରେ ସବୁଆଡ ଆଚ୍ଛାଦିତ ହୋଇଥିବାରୁ ପ୍ରାୟ ୬ଟି ବିମାନ ଉଡାଣରେ…