ଆସନ୍ତୁ ଜାଣିବା, ଗୃହ ଋଣ ସଠିକ ସମୟରେ ପରିଶୋଧ କରିବାର ଉପାୟ
ଭୁବନେଶ୍ୱର: ସମସ୍ତେ ନିଜର ଏକ ଘର କିଣିବାକୁ ବା ତିଆରିକରିବାକୁ ଚାହାନ୍ତି। କିନ୍ତୁ ଅନେକ ଥର ଘର କିଣିବା ପାଇଁ ପୂର୍ଣ୍ଣ ଟଙ୍କା ମିଳେ ନାହିଁ, ଯାହାପାଇଁ ବ୍ୟାଙ୍କ୍ ରୁ ଗୃହ ଋଣ ଆଣିବାକୁ ପଡେ।
ଗୃହ ଋଣର ଗୋଟିଏ ସୁବିଧା ହେଉଛି ଏହା ଟିକସ ସଞ୍ଚୟ କରିବାରେ ସାହାଯ୍ୟ କରେ। ତଥାପି, ଅନେକ…