Latest Odisha News

BREAKING NEWS

Yearly Archives

2020

ରଥାରୁଢ଼ ଦିଅଁଙ୍କୁ ଦେଖି ଭାବ ବିହ୍ଵଳ ହେଲେ ମୁଖ୍ୟମନ୍ତ୍ରୀ; ସୋସିଆଲ ମିଡିଆରେ ସେୟାର କଲେ ଏହି ପୋଷ୍ଟ

ପୁରୀ: ''ତୋର ଚକା ନୟନକୁ ଦେଲେ ଅନେଇ ଆସେ ଲୁହ ଘନେଇ'' । ଓଡ଼ିଆ ଭଜନର ଏହି ପଂକ୍ତିଟି ରଥାରୁଢ଼ ଦିଅଁଙ୍କୁ ଦେଖିବା ପରେ ପ୍ରତ୍ୟେକ ଓଡ଼ିଆର ମନୋଭାବକୁ ପରିପ୍ରକାଶ କରେ। ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ, ଏହି ଜାତିର ଗରିମା ଓ ଅହଂକାରର ବାର୍ତ୍ତା ବହନ କରିଥିବା ମହାପ୍ରଭୁଙ୍କର ଆଜି…

ଦାସିଆ ନଡ଼ିଆ ସିନା ତୋତେ ବଢିଆ…

ସେ ହେଉଛନ୍ତି ସାକାର ରୂପୀ ପୂର୍ଣ୍ଣବ୍ରହ୍ମ, ସେ ନିରାକାର ସେ ଶୂନ୍ୟବ୍ରହ୍ମ । ସେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ର ଧାମରେ ରହି ଭକ୍ତମାନଙ୍କୁ ବିଭିନ୍ନ ରୂପରେ ତଥା ପରିସ୍ଥିତିରେ ଦର୍ଶନ ଦେଇଛନ୍ତି । ଶ୍ରଦ୍ଧାଳୁଙ୍କ ଦୁଃଖ ଯାତନା ତଥା…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର,ବରଗଡ,ଢେଙ୍କାନାଳ, ଅନୁଗୁଳ,…

ଘୁ’ ଘୁ’ ଗର୍ଜନରେ ବଡ ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ ରଥ

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତିକାନ୍ତି ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ତିନିରଥ । ଘଣ୍ଟଘଣ୍ଟା ବାଦ୍ୟରେ, ଚାମର ଆଲଟ ପତାକାରେ ଚଳିତ ଥର ବିନା ଭକ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରୁ ମାଉସୀ ମା’ ମନ୍ଦିର ଆଡ଼କୁ ଗଡ଼ିଛି। ଏହା…

ରଥଯାତ୍ରା ଲାଇଭ ଅପଡେଟ୍: ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ତିନି ଠାକୁର

ପୁରୀ: ପୁରୀରେ ଚାଲିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଭାଇଭଉଣୀଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିର ଯାଉଛନ୍ତି କଳାଠାକୁର । ଚାଳିତଥର କରୋନ ମହାମାରୀକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ହୋଇ ନାହିଁ ଭକ୍ତଙ୍କ ସମାଗମ । ବିନା ଭକ୍ତରେ ଗଡୁଛି ତିନିରଥ । https://youtu.be/sCImjEcl3Mo ୧.୫୫:…

ପୁରୀ ରଥଯାତ୍ରା ପାଇଁ ‘ଟ୍ରାଭେଲ ଆଡ଼ଭାଇଜରି’ ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ରଥଯାତ୍ରା ପାଇଁ ପୁରୀ ଜିଲ୍ଲାକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଜୁନ୍ ୨୩ ଏବଂ ୨୪ ପାଇଁ ଟ୍ରାଭେଲ ଆଡ଼ଭାଇଜରି ଜାରି କରିଛନ୍ତି। ଏହି ଆଡ଼ଭାଇଜରି ଅନୁଯାୟୀ ଜୁନ୍ ୨୨ ତାରିଖ ରାତି ୯ ରୁ ୨ ଟା ପର୍ଯ୍ୟନ୍ତ…

ଓଡ଼ିଶା କଂଗ୍ରେସ ଭବନରେ ସଂଘର୍ଷ; ଜଣେ ଅଟକ

ଭୁବନେଶ୍ୱର: ଯୁବ କଂଗ୍ରେସର ଦୁଇ ଦଳ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ମଙ୍ଗଳବାର ଓଡ଼ିଶା କଂଗ୍ରେସ ଭବନରେ ଉତ୍ତେଜନା ଦେଖାଦେଇଛି। ଖବର ଅନୁଯାୟୀ ଗତ ଜୁନ୍ ୧୮ରେ ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସ ଓଡିଶା ପ୍ରଦେଶ ଯୁବ କଂଗ୍ରେସ (ଓପିଏସି) ର ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବରେ…

ଭାରତ ଚୀନ୍ ସହିତ ବ୍ୟାବସାୟିକ ସଂପର୍କ ଛିନ୍ନ କରିପାରିବ କି?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଭାରତର ସୀମା ଭିତରକୁ ଚୀନ୍‌ର ଅନୁପ୍ରବେଶ ଓ ସେଥିପାଇଁ କୋଡ଼ିଏ ଜଣ ଭାରତୀୟ ଜବାନ୍ ଶହୀଦ୍ ହେବା ପରେ ଭାରତ ଓ ଚୀନ୍ ମଧ୍ୟରେ ସଂପର୍କ ଅତ୍ୟନ୍ତ ତିକ୍ତ ହେବାରେ ଲାଗିଛି । ଏପରି ପରିସ୍ଥିତିରେ ସାଧାରଣ ଭାରତୀୟଙ୍କ ମଧ୍ୟରେ ଚୀନ୍ ପ୍ରତି…

୬ କରୋନା ଯୋଦ୍ଧାଙ୍କ ସମେତ ଗଞ୍ଜାମରେ ୩୦ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୩୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ କରୋନା…

ଆରମ୍ଭ ହେଲା ରଥଟଣା: ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ ରଥ

ପୁରୀ: ବହୁ ପ୍ରତୀକ୍ଷାର ଅବସାନ ଘଟାଇ ଶେଷରେ ଆରମ୍ଭ ହୋଇଛି ରଥଟଣା । ବଡ଼ଦାଣ୍ଡରେ ଗଡ଼ିଲା ତିନି ତିନି ରଥ। ଘୁଁ ଘୁଁ ଗର୍ଜନ କରି ବଡ଼ଦାଣ୍ଡରେ ମାଡି ଚାଲିଛି ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ । ଏହା ପୂର୍ବରୁ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଥିଲେ। ଏହାପରେ…