Latest Odisha News

BREAKING NEWS

Yearly Archives

2020

‘ଟ୍ୱିଟର’କୁ ଗୁଡବାଏ କହିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ

ମୁମ୍ବାଇ: ସୋସିଆଲ ମିଡିଆ ସାଇଟ ‘ଟ୍ୱିଟର’କୁ ଗୁଡବାଏ କହିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ଏନେଇ ସେ ତାଙ୍କ ଇଂଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ତେବେ ସେ ଟ୍ୱିଟର ଆକାଉଂଟକୁ ଟିକେ ନିଆରା ଅନ୍ଦାଜରେ ଡିଆକ୍ଟିଭେଟ କରିଛନ୍ତି । ଯାହା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି । ‘ଆଗ୍ ଲଗେ…

ବର୍ଷର ଭୟଙ୍କର ସୂର୍ଯ୍ୟ ପରାଗ: ଜାଣନ୍ତୁ, କ’ଣ କହୁଛନ୍ତି ଭାରତୀୟ ଜ୍ୟୋତିଷ !

ସୂର୍ଯ୍ୟ ପରାଗକୁ ନେଇ ଭାରତୀୟ ଜ୍ୟୋତିଷମାନେ ଅନେକ କଥା ପୂର୍ବାନୁମାନ କରି ଆସିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଏହା ମଧ୍ୟ ପ୍ରକାଶିତ ହୋଇ ଆସୁଛି । ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନାନୁଯାୟୀ ମିଥୁନ ରାଶିରେ ସୂର୍ଯ୍ୟଦେବଙ୍କ ଦକ୍ଷିଣାୟନ ଗତି ଏବଂ ବର୍ଷା ଋତୁ ହୋଇଥିବାରୁ ସୂର୍ଯ୍ୟ ମିଥୁନ…

ବାଂଲାଦେଶ କ୍ରିକେଟର ମଶ୍ରଫି ମୋର୍ତାଜା କରୋନା ଭୂତାଣୁରେ ସଂକ୍ରମିତ

ଢାକା : ବାଂଲାଦେଶ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମଶ୍ରଫି ମୋର୍ତାଜା କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି । ମୋର୍ତାଜା ଚଳିତ ବର୍ଷ ମାର୍ଚ୍ଚରେ ବାଂଲାଦେଶ କ୍ରିକେଟ ଟିମର ଦିନିକିଆ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ମଶ୍ରଫି…

ସୌରଭ ଗାଙ୍ଗୁଲିଙ୍କ ଭାଇଙ୍କ ସମେତ ପରିବାରର ୪ ଜଣ କୋଭିଡ ପଜିଟିଭ୍

କୋଲକାତା: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାକୟ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସମେତ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ତଥା କ୍ରିକେଟ୍ ଆସୋସିଏସନ୍ ଅଫ୍ ବଙ୍ଗଳାର ସଚିବ ସ୍ନେହାଶିଷ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ କରୋନା…

ମୁମ୍ବାଇ ଆକ୍ରମଣ ଷଡଯନ୍ତ୍ରକାରୀ ତହଉର ରାଣା ଆମେରିକାରେ ଗିରଫ

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ଆକ୍ରମଣର ଷଡଯନ୍ତ୍ରକାରୀ ତହଉଣ ରାଣାଙ୍କୁ ଲସ ଏଞ୍ଜେଲ୍ସ ପୋଲିସ ଗିରଫ କରିଛି । କାନାଡାରେ ରହୁଥିବା ଏହି ପାକିସ୍ତାନୀଜଣକ ଲଶ୍କର ଇ ତୋଇବାକୁ ସହାୟତା ଯୋଗାଉଥିଲେ । ୧୪ ବର୍ଷ ଧରି ସେ ଚିକାଗୋ ଜେଲରେ ଥିଲେ । କରୋନା ପଜିଟିଭ ହେବା ଯୋଗୁ ତାଙ୍କୁ ଜେଲରୁ ମୁକ୍ତ…

ଆସିଲା ନିର୍ଦ୍ଦେଶ, ଶତାୟୁ ମହିଳାଙ୍କ ଘରେ ପହଂଚିଲା ପୋଷ୍ଟ ଅଫିସ୍‌

ନୂଆପଡା: ନୂଆପଡାରେ ଜଣେ ବୃଦ୍ଧା ମାଆଙ୍କୁ ତାଙ୍କ ଝିଅ ଖଟିଆରେ ଘୋଷାରି ଘୋଷାରି ବ୍ୟାଙ୍କ ନେଇଥିଲେ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଡାକ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଗତ ୧୭ ତାରିଖରେ ଶତାୟୁ ମହିଳାଙ୍କ ପାଖରେ ପହଂଚି ଇଣ୍ଡିଆ ପୋଷ୍ଟ ପେମେଂଟ ଖାତା ଖୋଲିଛି…

କରୋନାରେ ଓଡିଆ ଡାକ୍ତରଙ୍କ ଦିଲ୍ଲୀରେ ମୃତ୍ୟୁ

ନୂଆଦିଲ୍ଲୀ : ଓଡିଆ ଡାକ୍ତରଙ୍କ ଦିଲ୍ଲୀରେ ମୃତ୍ୟୁ । ବ୍ରହ୍ମପୁର ଏମକେସିଜିରୁ ପାସ କରିଥିବା ଏହି ଡାକ୍ତରଙ୍କର ଆଜି ଦିନ ୧୧ଟା ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲରେ ମୃତ୍ୟୁ ହୋଇଛି । ମୃତ ଡାକ୍ତରଙ୍କ ବୟସ ୩୯ ବର୍ଷ ହେବ । ଏନଏଚ୍‌ଏସଆରସିରେ ସେ ସିନିଅର କନସଲଣ୍ଟାଟ୍ ଭାବେ କାମ…

ସୁଶାନ୍ତ କେସ୍ : ସଲମାନଙ୍କୁ ପୁନର୍ବାର ଟାର୍ଗେଟ କଲେ ଦବଙ୍ଗ ନିର୍ଦ୍ଦେଶକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଅନେକଙ୍କୁ ମୁହଁ ଖୋଲିବାରେ ସାହାସ ଯୋଗାଇଛି । ଶନିବାର ଦବଙ୍ଗ ନିର୍ଦ୍ଦେଶକ ଅଭିନବ କଶ୍ୟପ ପୁନର୍ବାର ସଲମାନ ଖାଁଙ୍କୁ ଟାର୍ଗେଟ କରିଛନ୍ତି । ସଲମାନଙ୍କ ବିଇଙ୍ଗ ହ୍ୟୁମାନ ସଂସ୍ଥା ମନି ଲଣ୍ଡରିଂ ହବ୍ ବୋଲି ସେ ଆକ୍ଷେପ କରିଛନ୍ତି । ସଲମାନ ଏବଂ…

୭୩ ଯାତ୍ରୀଙ୍କୁ ଧରି ରାଉରକେଲାରେ ପହଞ୍ଚିଲା ୨ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍

ସୁନ୍ଦରଗଡ: କର୍ଣ୍ଣାଟକର ବେଙ୍ଗାଲୁରୁ ଏବଂ ଗୋଆର ମାଡଗାଓଁରୁ ୭୩ ଯାତ୍ରୀଙ୍କୁ ନେଇ ଆସୁଥିବା ଦୁଇଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଶନିବାର ଦିନ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଛି। ବେଙ୍ଗାଲୁରୁରୁ ୬୪ ଜଣ ଯାତ୍ରୀଙ୍କୁ ନେଇ ଟ୍ରେନ୍ ସକାଳ ୩ଟା ୩୦ମି.ରେ ପହଞ୍ଚିଥିବାବେଳେ ମାଡଗାଓଁରୁ ନଅ…

ସୁଶାନ୍ତଙ୍କ ପାରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ

ପାଟଣା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ନାହାନ୍ତି । ତାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବଲିଉଡ ସମେତ ବିଭିନ୍ନ ରାଜନେତା ଓ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଏହି ଖବର ବଡ ଝଟ୍‌କା ଦେଇଛି । ଅନେକ ଫିଲ୍ମଷ୍ଟାର, କ୍ରିକେଟରଙ୍କ ସମେତ ରାଜନେତାମାନେ ମଧ୍ୟ ସୁଶାନ୍ତଙ୍କ…