Latest Odisha News

BREAKING NEWS

Yearly Archives

2020

ସୁଶାନ୍ତଙ୍କ ମୃତ୍ୟୁ: ଶୋକାତୁରା ଯୁବତୀ ହାରିଲେ ଜୀବନ !

ବିଶାଖାପାଟଣା: ବଲିଉଡର ଶାନ୍ତଶିଷ୍ଟ ହ୍ୟାଣ୍ଡସମ୍ ଆକ୍ଟର୍ ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ବିୟୋଗରେ ତାଙ୍କର ଅଗଣିତ ଫ୍ୟାନଙ୍କୁ ବ୍ୟଥିତ କରିଦେଇଛି । ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶର ଅନେକ ସ୍ଥାନରେ ତାଙ୍କର ଫ୍ୟାନ୍ ଶୋକରେ ଜୀବନ ହାରିଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ…

ନଦୀରେ ଭାସିଗଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ରାଉରକେଲା:ନଦୀର ପ୍ରଖର ସ୍ରୋତରେ ଭାସିଗଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଗୁରୁଣ୍ଡିଆ ନାଳରେ । ଶନିବାର ସକାଳେ ଆମ୍ବୁଲାନ୍ସ ଡ୍ରାଇଭର ଆମ୍ବୁଲାନ୍ସ ଧୋଉଥିବା ବେଳେ ହଠାତ ପାହାଡ ପାଣି ନାଳକୁ ମାଡି…

ଲାଲଗଡରେ ନୂଆ ଥାନା, ଉଦ୍‌ଘାଟନ କଲେ ପୋଲିସ ଡିଜି

ମାଲକାନଗିରି: ଲାଲଗଡରେ ପ୍ରତିଷ୍ଠା ହେଲା ନୂଆ ଥାନା । ଶନିବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଜୋଡାମ୍ବ ପଞ୍ଚାୟତ ନୂତନ ଥାନା ଉଦଘାଟନ କରାଯାଇଛି । ପୋଲିସ ଡିଜି ଅଭୟ ଶନିବାର ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ଏହି ଥାନାକୁ ଉଦ୍‌ଘାଟନ କରିଛନ୍ତି । ଏଥିସହ ସେ…

ବିଶ୍ୱରେ କରୋନା ଏବେ ବିପଦଜନକ ପର୍ଯ୍ୟାୟରେ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନେଭା: ସମଗ୍ର ବିଶ୍ୱରେ ବ୍ୟାପୀ ଯାଇଛି କରୋନା ଭୂତାଣୁ । ବିଶ୍ୱବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଏବେ ପରିସ୍ଥିତି ଜଟିଳ । ଜେନେଭାଠାରେ ଅବସ୍ଥିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ମୁଖ୍ୟ କାର୍ଯ୍ୟାଳୟଠାରେ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ଡବ୍ଲୁଏଚଓ ମହାନିର୍ଦ୍ଦେଶକ…

ଭାଙ୍ଗିଲା ରେକର୍ଡ, ଗୋଟିଏ ଦିନରେ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାରି ଭିତରେ ଓଡ଼ିଶା ପାଇଁ ଆସିଛି ଏକ ଭଲ ଖବର । ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୨୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ…

ମନ୍ଦିର ଭିତରେ କେମିତି ହେବ ମହାପ୍ରଭୁଙ୍କ ରଥ ନୀତି: ରଘୁନାଥ ମହାପାତ୍ର

ପୁରୀ: ଶ୍ରୀମନ୍ଦିର ଭିତରେ କେମିତି ହେବ ମହାପ୍ରଭୁଙ୍କ ରଥଯାତ୍ରା ନୀତିକାନ୍ତି । ଏନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର । ରଥ ଉପରେ ହେଉଥିବା ଅଧରପଣା ନୀତି ଓ ଛେରା ପହଁରା କେଉଁଠି କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ପୁରୀକୁ ଚାରିପଟୁ…

କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର କର୍ମଚାରୀଙ୍କୁ କରୋନା, ସିଲ୍ ହେଲା ବ୍ଲଡ ବ୍ୟାଙ୍କ

ଭୁବନେଶ୍ୱର: ଆଜି ରାଜଧାନୀରୁ ୧୯ଟି ନୂଆ କରୋନା ମାମଲା ସମ୍ନାକୁ ଆସିଛି । ସେଥିମଧ୍ୟରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ବ୍ଲକ ବ୍ୟାଙ୍କକୁ୨୪ ଘଂଟା ପାଇଁ ସିଲ୍ କରାଯାଇଛି । ସମ୍ପୃକ୍ତ ଆକ୍ରାନ୍ତଙ୍କୁ କୋଭିଡ…

ଭୁବନେଶ୍ୱରର ଡୁମଡୁମା ଅଞ୍ଚଳ କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷିତ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ରାଜଧାନୀ ଅନ୍ତର୍ଗତ ଡୁମଡୁମାର କିଛି ଅଞ୍ଚଳକୁ ଶନିବାର ଦିନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ କରିଛି । ଏସମ୍ପର୍କରେ ବିଏମସି କମିଶନର୍ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ସୁବାଷ ନଗର ବସ୍ତିରେ ୬ଜଣ କରୋନା ପଜିଟିଭ୍ ଚିହ୍ନଟ…

ଦୁଇ ପୁଅଙ୍କ ମାଡରେ ବାପା ମୃତ, ମାଆ ଗୁରୁତର

ପୋଲସରା : ସାହାରା ହେବା ସମୟରେ ଦୁଇ ପୁଅ ପାଲଟିଲେ ବାପା ହତ୍ୟାକାରୀ । ଗଂଜାମ ପୋଲସରା କଳମ୍ବ ବଡସାହିରେ ଘଟିଛି ଏହି ଘଟଣା । ଦୁଇ ପୁଅ ସୁଶାନ୍ତ ଓ ମଙ୍ଗୁଳୁ ମିଶି ବାପା ଅଭିମନ୍ୟୁ ପ୍ରଧାନଙ୍କୁ ମାଡ ମାରିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏଥି ସହ ମାଆ ଅପସରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି…

ଗରିବ କଲ୍ୟାଣ ରୋଜଗାର ଯୋଜନା: ଓଡିଶା ସମେତ ୬ଟି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ମିଳିବ କାମ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ଯୋଗୁଁ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବା ଦେବା ପାଇଁ କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନା ଲଂଚ କରିଛନ୍ତି । ଲକଡାଉନ ଯୋଗୁଁ ଏହି ପ୍ରବାସୀ ଶ୍ରମିକଙ୍କ ସାମ୍ନାରେ ଦୈନଦିନ ଜୀବନ…