Latest Odisha News

BREAKING NEWS

Yearly Archives

2020

ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗ ସହିନପାରି ୯ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

କଟକ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସାରା ଦେଶକୁ ଦୋହଲାଇ ଦେଇଛି । ତାଙ୍କ ପ୍ରଶଂସକମାନେ ତାଙ୍କ ଆତ୍ମହତ୍ୟା ଖବରକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ଏହି ଘଟଣାକୁ ୪ରୁ ୫ ଦିନ ବିତିଯାଇଥିଲେ ମଧ୍ୟ ସୁଶାନ୍ତ ଫ୍ୟାନ୍‌ମାନେ ନିରାଶ ହୋଇ ଆତ୍ମହତ୍ୟାର ବାଟ ବାଛି…

ସର୍ବଦଳୀୟ ବୈଠକ: ଭାରତ-ଚୀନ୍ ବିବାଦକୁ ନେଇ ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ଭାରତ ଚୀନ୍ ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଅଛନ୍ତି । ବୈଠକ…

ଅଭିଜ୍ଞ ଷ୍ଟୁଆର୍ଟ ବ୍ୟାକ୍ସଟର ଓଡିଶା ଏଫସି ମୁଖ୍ୟ କୋଚ ନିଯୁକ୍ତ

ଭୁବନେଶ୍ୱର: ଓଡିଶା ଏଫସି ଦଳର ମୂଖ୍ୟ କୋଚ ଭାବେ ଇଂଲଣ୍ଡର ଅଭିଜ୍ଞ ଷ୍ଟୁଆର୍ଟ ବ୍ୟାକ୍ସଟରଙ୍କୁ ନିଯୁକ୍ତ କରିଛି । ୭ମ ହିରୋ ଇଣ୍ଡିଆନ ସୁପର ଲିଗ୍ ପୂର୍ବରୁ ଷ୍ଟୁଆର୍ଟଙ୍କ ସହ ଏହି କ୍ଲବ ୨ ବର୍ଷୀୟା ଚୁକ୍ତି କରିଛି । ସେ ଦକ୍ଷିଣଆଫ୍ରିକା ଓ ଫିନଲାଣ୍ଡର ଜାତୀୟ କୋଚ ଦାୟିତ୍ୱ ମଧ୍ୟ ସଫଳତାର ସହ…

ବ୍ରହ୍ମପୁର କ୍ଷୀର ବ୍ୟବସାୟୀ ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ

ଗଞ୍ଜାମ: ଗଂଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ହିଲପାଟଣା ଠାରେ ଗତ ୧୩ ତାରିଖ ରାତି କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟାକାଣ୍ଡ ଘଟଣାରେ ଗୋଷାଣୀନୂଆଗାଁ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଗୋଷାଣୀନୂଆଗଁ ଥାନା ଅନ୍ତର୍ଗତ ନେହେରୁ ନଗର ୯ମ ଲାଇନର ଶିବ ମହାକୁଡ…

ଚୀନ ହ୍ୟାକରଙ୍କ ଟାର୍ଗେଟରେ ଅଷ୍ଟ୍ରେଲିଆ ସରକାରୀ ଅନୁଷ୍ଠାନ !

ସିଡନୀ: ଏକ ଅତ୍ୟାଧୁନିକ ସାଇବର ଗ୍ରୁପ୍ ଅଷ୍ଟ୍ରେଲିଆର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଟାର୍ଗେଟ କରିଛି । ଏହି ସାଇବର ଗ୍ରୁପ୍ ଚୀନର ବୋଲି ତଦନ୍ତରୁ ଜଣାପଡିଥିଲେ ମଧ୍ୟ ଏଥିନେଇ ସ୍ପଷ୍ଟ କରାଯାଇ ନାହିଁ । ପ୍ରଧାନମନ୍ତ୍ରୀ ସ୍କଟ ମୋରିସ ଏହି ସୂଚନା ଦେଇଛନ୍ତି । ଜରୁରୀ ସେବା ପ୍ରଦାନକାରୀ ଏବଂ…

ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରେହାଙ୍କୁ ପୋଲିସର ୯ ଘଂଟା ଧରି ଜେରା, ମିଳିଲା ବହୁ ତଥ୍ୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପୁଲିସ୍‌ ତଦନ୍ତ ଜୋର୍‌ ଧରିଛି। ମୁମ୍ବାଇ ପୁଲିସ୍‌ ସୁଶାନ୍ତଙ୍କ ପ୍ରେମିକା ରେହା ଚକ୍ରବର୍ତ୍ତୀଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପଚରାଉଚରା କରିଥିବାର ଜାଣିବାକୁ ମିଳିଛି। ସୁଶାନ୍ତଙ୍କ ପ୍ରେମିକା ତଥା ଅଭିନେତ୍ରୀ ରେହା…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ୨ ଓଡ଼ିଆ ବୀର ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: ଗଲୱାନ ଘାଟିରେ ଚୀନ୍ ଓ ଭାରତୀୟ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଥିବା ଓଡିଶାର ଦୁଇ ବୀରଙ୍କ ଶେଷକୃତ୍ୟ ଶୁକ୍ରବାର ଦିନ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ସହିଦ ଯବାନଙ୍କ ମୃତ ଶରୀର ତାଙ୍କ ପୈତୃକ ଗ୍ରାମରେ ପହଞ୍ଚିବା ପରେ ପରିବାର…

ମଦୁଆ ପୁଅକୁ ହାଣି ମାଟି ତଳେ ପୋତିଦେଲା ମାଆ

ଗଞ୍ଜାମ: ମାଆ ସାଜିଲା ହତ୍ୟାକାରୀ । ପୁଅକୁ ହାଣି ହତ୍ୟାକରି ମାଟି ତଳେ ପୋତି ଦେଲା ମାଁ । ମଦୁଆର ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ହୋଇ ଏଭଳି କାଣ୍ଡ ଘଟିଛି ମାଁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୋପପୁର ଗାଁରେ । ସୂଚନା ମୁତାବକ, ଗୋପପୁର ହରିଜନ…

ରାଜ୍ୟସଭା ନିର୍ବାଚନ : ଶିବରାଜଙ୍କ ରଣନୀତି, ନରୋତମଙ୍କ ଚାଲ କଂଗ୍ରେସକୁ ମାତ୍ ଦେଲା

ଭୋପାଳ: ମଧ୍ୟପ୍ରଦେଶ ରାଜ୍ୟସଭାର ୩ଟି ସିଟ ପାଇଁ ନିର୍ବାଚନ ସରିଛି । କଂଗ୍ରେସ ୨ଟି ସିଟ୍ ହାତେଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହେଲା ଭଳି ଲାଗୁ ନାହିଁ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ରଣନୀତି ଓ ନରୋତମ ମିଶ୍ରଙ୍କ ଚାଲ କଂଗ୍ରେସକୁ ରୋକିପାରିଛି । ରିପୋର୍ଟ ମୁତାବକ…

ସୂର୍ଯ୍ୟ ପରାଗ : ଭାରତରେ କେତେବେଳେ ଗ୍ରାସ, କେତେବେଳେ ମୋକ୍ଷ

ଜୁନ ୨୧ ତାରିଖ ସକାଳ ୯ଟା ୫୬ ମିନିଟ ସମୟରେ ଗୁଜରାଟ ଦ୍ୱାରକା ଆକାଶରେ ପ୍ରଥମେ ସୂର୍ଯ୍ୟ ପରାଗ ଆରମ୍ଭ ହେବ । ତେବେ ଏହା ଆଂଶିକ ପରାଗ ହେବ । ଯେହେତୁ ଭାରତ ପାଇଁ ରାଜସ୍ଥାନରେ ପ୍ରଥମେ ବଳୟ ପରାଗ ହେବ ତେଣୁ ଏଠିକାର ସମୟ ଉପରେ ନଜର ପକାଇବା । ରାଜସ୍ଥାନରେ ୧୦ଟା ୧୨ ମିନିଟ ୨୬ସେକେଣ୍ଡ…