Latest Odisha News

BREAKING NEWS

Yearly Archives

2020

ଜୁନ ୧୮ ରୁ କୋଇଲା ଖଣିର ବାଣିଜ୍ୟିକ ନିଲାମ କରିବେ ସରକାର

ନୂଆଦିଲ୍ଲୀ: ଜୁନ ୧୮ ତାରିଖରୁ ଭାରତ ସରକାର ବାଣିଜ୍ୟିକ ଭିତ୍ତିରେ କୋଇଲା ଖଣିଗୁଡିକର ନିଲାମ ଆରମ୍ଭ କରିବେ ।ଉନ୍ମୁକ୍ତ କୋଇଲା କ୍ଷେତ୍ର  ଆତ୍ମନିର୍ଭର ଭାରତର ନୂତନ ଆଶା ଶୀର୍ଷକ ଏହି ଯୋଜନାକୁ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ । “ଆମେ ପ୍ରଥମ ଥର…

ବର୍ଷା ସହ ବଜ୍ରପାତ ଆଶଙ୍କା: ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଦିନ ଓଡ଼ିଶାର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଜାରି ହୋଇଛି ସତର୍କ ସୂଚନା । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଖୋର୍ଦ୍ଧା, ଢେଙ୍କାନାଳ ଓ କଟକର କିଛି ସ୍ଥାନରେ…

ରାଜ୍ୟ କର୍ତ୍ତୃପକ୍ଷଙ୍କୁ କୋଭିଡ କେୟାର ସେଣ୍ଟର ହସ୍ତାନ୍ତର କରିବ ଭାରତୀୟ ରେଳବାଇ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁସାରେ କେତେକ ରାଜ୍ୟ ରେଳବାଇକୁ କୋଭିଡ କେୟାର ସେଣ୍ଟର ପାଇଁ ଅନୁରୋଧ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଚ ଆବଣ୍ଟନ କରିଛି । ଉତ୍ତରପ୍ରଦେଶ…

ରାଜ୍ୟ ବିଜେପିର ନବକଳେବର: ଘୋଷଣା ହେଲା ସମୀରଙ୍କ ନୂଆ ଟିମ

ଭୁବନେଶ୍ୱର: ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ। ଦାୟିତ୍ୱ ନେବାର ପ୍ରାୟ ୫ ମାସ ପରେ ନିଜର ନୂଆ ଟିମ୍ ଗଠନ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଗୁରୁବାର ବିଳମ୍ବିତ ରାତିରେ ବିଜେପି ପକ୍ଷରୁ ସମୀରଙ୍କ ସମେତ ମୋଟ ୨୬ ଜଣିଆ ତାଲିକା ପ୍ରକାଶ ପାଇଛି । ସଂଗଠନ ମନ୍ତ୍ରୀ ବା…

ରାଜ୍ୟ ସରକାରଙ୍କ ରଜ ଭେଟି: ବଢ଼ିଲା ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦଙ୍କ ମାସିକ ଭତ୍ତା

ଭୁବନେଶ୍ୱର: ଗ୍ରାମାଞ୍ଚଳରେ କରୋନା ଯୁଦ୍ଧର ସାରଥି ସାଜିଥିବା ସରପଞ୍ଚ ତଥା ଅନ୍ୟ ସଦସ୍ୟଙ୍କୁ ସରକାରଙ୍କ ରଜ ଭେଟି । ତଥ୍ୟ ଅନୁଯାୟୀ, ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ଭତ୍ତା ୭୧୦ଟଙ୍କା ବୃଦ୍ଧି ପାଇ ୩୫୩୦ଟଙ୍କା ହୋଇଛି । ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କର ଭତ୍ତା ୧୪୧୦ଟଙ୍କା ବୃଦ୍ଧି ପାଇ…

ଓଡିଶାର ୧୦ ସହରରେ ପରୀକ୍ଷାମୂଳକ ସେବା ଆରମ୍ଭ କଲା ଜିଓ ମାର୍ଟ

ଭୂବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଯୁଗାନ୍ତକାରୀ ଅନ୍‌ଲାଇନ୍ ଗ୍ରୋସେରୀ ଅର୍ଡର ପ୍ଲାଟଫର୍ମ ଜିଓ ମାର୍ଟ ର ପରୀକ୍ଷାମୂଳକ ସେବା ଏବେ ଓଡିଶାର ୧୦ ଟି ସହରରେ ଉପଲବ୍ଧ ହୋଇଛି । ରାଜ୍ୟର ଭୁବନେଶ୍ୱର, କଟକ, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ରାୟଗଡା ଓ ସେମିଳିଗୁଡା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୨-୬-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁନ  ତା ୧୨ ରିଖ  ଶୁକ୍ରବାର  ବୃଷ ୩୦ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ସପ୍ତମୀ  ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର:-  ମିଥୁନ ରାଶି ପୁରୁଷ ଓ…

ଚୂଡ଼ାନ୍ତ ପର୍ଯ୍ୟାୟରେ ରଥ ନିର୍ମାଣ, ଆରମ୍ଭ ହେଲା ତିନିରଥର କନା କାର୍ଯ୍ୟ

ପୁରୀ: ଆଉ ଦିନ କେଇଟା ପରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ରଥଖଳାରେ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ତିନିରଥର ନିର୍ମାଣ କାର୍ଯ୍ୟ । ଲକ୍‌ଡାଉନର ସମସ୍ତ ନିୟମକୁ ମାନି କାରିଗର ସେବକମାନେ ରଥ ନିର୍ମାଣ ଶେଷ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନାନୁଯାୟୀ,…

ଦେଖନ୍ତୁ ଭିଡ଼ିଓ: ସୋନମ୍ କପୁରଙ୍କ ‘ସିକ୍ରେଟ୍ ଭିଡ଼ିଓ’ ଶେୟାର୍ କଲେ ସ୍ୱାମୀ ଆନନ୍ଦ ଆହୁଜା !

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ସୋନମ୍ କପୁରଙ୍କ ଏକ ‘ସିକ୍ରେଟ୍ ଭିଡ଼ିଓ’ ଶେୟାର୍ କରିଛନ୍ତି ସ୍ୱାମୀ ଆନନ୍ଦ ଆହୁଜା । ଏହି ଭିଡ଼ିଓଟିକୁ ମଙ୍ଗଳବାର ଦିନ ସୋନମଙ୍କ ୩୫ତମ ଜନ୍ମ ଦିବସରେ ସୋସିଆଲ୍ ମିଡ଼ିଆରେ ନିଜେ ଆନନ୍ଦ ହିଁ ଶେୟାର୍ କରିଛନ୍ତି । ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ…

ମାଆ…

ମାଆ ଶ୍ୱେତା ରାଉତ ଛୁଆର ଭୋକିଲା ପେଟରେ ହାତ ବୁଲାଇ ତୁ ଯେମିତି ବିବ୍ରତ ହୋଇପଡୁ ମୁଠେ ଖୁଆଇଦେଇ ଆଶ୍ୱସ୍ତ ହେଉ ଭଲ ନିଦଟେ ଭିଡ଼ିଆଣି ଖଞ୍ଜିଦେଉ ଆଖିରେ ତୋ ପଣତ ତଳୁ, ମଥାରେ ଗେଲକର ଯେମିତି ଅଜାଡ଼ି ଦେଉ ସାରା ପୃଥିବୀର ସୁଖ । ମୁଁ ସେମିତି କରିପାରେନି ମା’ ଦେଖିପାରେନି କୌଣସି…