ଦୀର୍ଘ ଅଢେଇ ମାସ ପରେ ରାଜ୍ୟ ଭିତରେ ଗଡ଼ିଲା ଟ୍ରେନ
ଭୁବନେଶ୍ୱର: ପ୍ରାୟ ଅଢେଇ ମାସ ପରେ ଆଜିଠାରୁ ରାଜ୍ୟ ଭିତରେ ଗଡ଼ିଛି ଟ୍ରେନ । ସୋମବାର ସକାଳ ୫ ଟା ୧୦ ସମୟରେ ପ୍ରଥମ ଟ୍ରେନ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।
ପୂର୍ବତଟ ରେଳତଟ ପକ୍ଷରୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଗଡ଼ିବ ବୋଲି ସୂଚନା ମିଳିଛି।…