ଶ୍ରୀ ଅଲାରନାଥ ପୀଠରେ ୧୪୪ ଧାରା ଜାରି; ଦର୍ଶନ ନପାଇ ଭକ୍ତ ନିରାଶ
ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ପରେ ଶ୍ରୀଜୀଉ ଅଣସରରେ ରୁହନ୍ତି। ଏହି ସମୟରେ ବ୍ରହ୍ମଗିରି ସ୍ଥିତି ଅଲାରନାଥ ମନ୍ଦିରରେ ଜମେ ଭକ୍ତଙ୍କ ଭିଡ଼ । ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଖାଲି ପଡ଼ିଛି ଅଲାରନାଥ ମନ୍ଦିର ବେଢା ।
କୁହାଯାଏ ଶ୍ରୀମନ୍ଦିରରେ ବର୍ଷ ସାରା ଦାରୁବିଗ୍ରହ…