Latest Odisha News

BREAKING NEWS

Yearly Archives

2020

କରୋନାକୁ ନେଇ ମାନସିକ ସ୍ତରରେ ଦୁର୍ବଳ ହୁଅନ୍ତୁ ନାହିଁ : ଡାକ୍ତର ଅଶୋକ ମହାପାତ୍ର

ଭୁୁବନେଶ୍ୱର: କରୋନା ନେଇ ଭୟ କରିବାର ଆବଶ୍ୟକତା ନାହିଁ । ଏହା ଏକ ସାଧାରଣ ଶ୍ୱାସ ଜନିତ ରୋଗ । ୮୦ରୁ ୮୫ ପ୍ରତିଶତ ରୋଗୀ ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି । ତେଣୁ ଏହାକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ୧୯ ସାମ୍ବାଦିକ ସମ୍ମିଳନୀରେ ସୂଚନା…

ସ୍ଲୋଭେନିଆ ପ୍ରଥମ ୟୁରୋପୀୟ ଦେଶ ଭାବେ କରୋନା ମୁକ୍ତ ହେଲା

ଲିଜୁବଲିଜାନା: ସ୍ଲୋଭେନିଆ ପ୍ରଥମ ୟୁରୋପୀୟ ଦେଶ ଭାବେ କରୋନା ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛି । ସ୍ଥାନୀୟ ସରକାର ଘୋଷଣା କରି କହିଛନ୍ତି କରୋନା ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ସ୍ୱତନ୍ତ୍ର ସ୍ୱାସ୍ଥ୍ୟାବସ୍ଥାର ଆବଶ୍ୟକତା ନାହିଁ । ଅଷ୍ଟ୍ରିଆ, ଇଟାଲୀ ଓ ହଙ୍ଗେରୀ ଲୋକେ…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସବୁ ଛାତ୍ରଛାତ୍ରୀ ପାସ୍‌

ଭୁବନେଶ୍ୱର : କରୋନା କଟକଣା ପାଇଁ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ କେହି ହେବେନି ଫେଲ୍ । ସମସ୍ତଙ୍କୁ ପାସ୍ କରିବା ପାଇଁ ଆଜି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଲକ୍ ଡାଉନ୍ ପାଇଁ ରାଜ୍ୟରେ ଏହି ସବୁ ଶ୍ରେଣୀର ପରୀକ୍ଷା ଶେଷ…

ଭାରତକୁ ବଡ ସଫଳତା, ମ୍ୟାନମାର ହସ୍ତାନ୍ତର କଲା ୨୨ ଉଗ୍ରବାଦୀ

ନୂଆଦିଲ୍ଲୀ: ଭାରତକୁ ଶୁକ୍ରବାର କୂଟନୈତିକ ସ୍ତରରେ ଏକ ବଡୁତ ବଡ ସଫଳତା ମିଳିଛି । ଭାରତ ଅନୁରୋଧ କ୍ରମେ ମ୍ୟାନମାର ୨୨ ଉଗ୍ରବାଦୀଙ୍କୁ ହସ୍ତାନ୍ତର କରିଛି । ଏଥିରେ ଭାରତର ଜେମ୍ସ ବଣ୍ଡ କୁହାଯାଉଥିବା ଅଜିତ ଡୋଭାଲଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି ।  ମଣିପୁର ଓ ଆସାମରେ…

ଆମେରିକା ଧମକ ଆଗରେ ମୁଣ୍ଡ ନୁଆଁଇଲା ଚୀନ

ୱାଶିଂଟନ: ଶେଷରେ ଆମେରିକା ଧମକ ଆଗରେ ମୁଣ୍ଡ ନୁଆଁଇଛି ଚୀନ୍ । ଆବଶ୍ୟକ ପଡିଲେ ଚୀନ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରାଯିବ ବୋଲି ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ । ଏହାର ଜବାବରେ ପ୍ରଥମ ଥର ପାଇଁ ଚୀନର ସ୍ୱର ବଦଳିଛି । କରୋନା ମହାମାରୀ ବିରୋଧରେ ସମସ୍ତ ପ୍ରକାର…

ଶିଶୁ ପୁଣି କଲମ ଧରୁ, ହାତୁଡ଼ି ନୁହେଁ…

କ୍ଷୁଧା ମଣିଷର ଏକ ଅନିବାର୍ଯ୍ୟ ଆବଶ୍ୟକତା । ଜୀଇଁବା ପାଇଁ ପେଟରେ ଦାନା ଦି ମୁଠା ପଡ଼ିବା ନିହାତି ଜରୁରୀ । ଭୋକିଲା ପେଟରେ କିଏ ବା ରହିପାରିବ । ଦି ଗୁଣ୍ଡା ଖାଇଲେ ତ ଦି ଓଳି କାମ କରିବୁ । ଭୋକିଲା ପେଟରେ ନିରାଶ ମନରେ ସବୁକିଛି ଦୁଃର୍ବିସହ ଲାଗେ । ମଣିଷ ଆଶା ହରାଇବସେ । ଖାଇବା ଅର୍ଥାତ…

ସୁରତରେ ପୋଲିସ ମାଡରେ ପ୍ରବାସୀ ଓଡିଆ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର : ସୁରତ ପୋଲିସ ନାଁରେ ସାଂଘାତିକ ଅଭିଯୋଗ । ପ୍ରବାସୀ ଓଡିଆ ଯୁବକଙ୍କୁ ପିଟିପିଟି ମାରି ଦେଇଥିବାର ଅଭିଯୋଗ । ମୃତ ଯୁବକଙ୍କ ନାଁ ସତ୍ୟ ସ୍ୱାଇଁ । ତାଙ୍କ ଘର ଗଂଜାମ ଜିଲ୍ଲା ଭଂଜନଗର ଅନ୍ତର୍ଗତ ଗରୁଡ ଗାଁରେ । ସୂଚନା ଅନୁଯାୟୀ, ସତ୍ୟ ସୁରତରେ ରହି କାମ କରୁଥିବା ବେଳେ ଆମ୍ରୋଲି…

ବନ୍ଧୁ ମହାନ୍ତିଙ୍କ ପାଇଁ ଶ୍ରୀଜଗନ୍ନାଥ କଲେ ଅନଶନ

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ବହୁ ବର୍ଷ ପୂର୍ବରୁ ଯାଜପୁରରେ ଭଗବାନ ଜଗନ୍ନାଥଙ୍କ ଭକ୍ତ ବନ୍ଧୁ ମହାନ୍ତି ରହୁଥିଲେ, ସେ ବହୁତ ଗରିବ ପରିବାରରୁ ଥିଲେ , ତାଙ୍କ ସହ ତାଙ୍କ ସ୍ତ୍ରୀ ଓ ଗୋଟେ ବୋଲି ପୁଅ ରହୁଥିଲେ।…

କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ସୀତାରମଣଙ୍କ ୧୧ଟି ପଦକ୍ଷେପ ଘୋଷଣା

ଭୁବନେଶ୍ୱର : କୃଷି କ୍ଷେତ୍ରର ଉନ୍ନତି ପାଇଁ ୧୧ଟି ପଦକ୍ଷେପ ନିଆଯିବ । ଆଜି ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜର ତୃତୀୟ ଭାଗ ବିବରଣୀ ଦେବା ଅବସରରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷି ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏକ ଲକ୍ଷ କୋଟି ଟଙ୍କାର…

ଲକ୍‌ଡାଉନ ଡାଏରୀ : ଜଗନ୍ନାଥଙ୍କ ବହି ପଢିବା ସହ ମାହାରୀ ନୃତ୍ୟ ସମ୍ପର୍କୀତ ଭିଡିଓ ପ୍ରସ୍ତୁତ କରୁଛନ୍ତି ନୃତ୍ୟଶିଳ୍ପୀ…

ପୁରୀ : ଲକ୍‌ଡାଉନ ସାରା ଦେଶକୁ ସ୍ଥାଣୁ କରିଦେଇଛି । ପ୍ରତ୍ୟେକ କିଛି ନା କିଛି କ୍ଷତି ସହୁଛନ୍ତି । ଏହା ଆମ ପାଇଁ କ୍ଷତି ତ କରିଛି ତେବେ ଲାଭ ବି ଅନେକ କରିଛି । ଲୋକେ ପରିବାର ସହ ସମୟ କାଟିବାକୁ ସୁଯୋଗ ପାଇଛନ୍ତି । ଏଥି ସହ ଅନେକଙ୍କ ଲୁକ୍କାୟିତ ପ୍ରତିଭା ବି ଲୋକଲୋଚନକୁ ଆସିପାରିଛି ।…