ଆଜି ରାଜ୍ୟରେ ଚିହ୍ନଟ ୧୦୧ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ
ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୧ ପଜିଟିଭ ଆକ୍ରାନ୍ତ ।
ଆସନ୍ତୁ ଜାଣିବା ଏହି ୧୦୧ ଜଣଙ୍କ ସମ୍ପୂର୍ଣ୍ଣ ବିବରଣୀ
Positive Cases till 9 AM: 538
New positives: 101
In quarantine centers:…