Latest Odisha News

BREAKING NEWS

Yearly Archives

2020

୧୪ ଯାଏଁ ଚରମ୍ପାରେ କର୍ଫ୍ୟୁ

ଭଦ୍ରକ: ବଢ଼ିଲା ଭଦ୍ରକ ଚରମ୍ପା ଅଂଚଳରେ କର୍ଫ୍ୟୁ ଅବଧି । ଆସନ୍ତା ୧୪ ତାରିଖ ସକାଳ ୭ଟା ଯାଏଁ କର୍ଫ୍ୟୁ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ଏବେ ରାଜ୍ୟକୁ ପ୍ରବାସୀମାନେ ଫେରୁଛନ୍ତି । ଏଭଳି ସ୍ଥିତିରେ ଅଧିକ ଟ୍ରେନ୍ ପ୍ରବାସୀ ଓଡ଼ିଆଙ୍କୁ ନେଇ…

ମହାରାଷ୍ଟ୍ରରୁ ଭଦ୍ରକରେ ପହଞ୍ଚିଲା ସ୍ୱତନ୍ତ୍ର ଟ୍ରେନ୍‌; ଆସିଲେ ୩୮୭ ପ୍ରବାସୀ

ଭଦ୍ରକ: ଆଜି ମହାରାଷ୍ଟ୍ରର ଥାନେରୁ ଏକ ସ୍ୱତନ୍ତ ଟ୍ରେନ ଭଦ୍ରକ ଷ୍ଟେସନରେ ପହଞ୍ଚିଛି । ଭଦ୍ରକରେ ପହଞ୍ଚିଥିବା ଏହି ଟ୍ରେନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୩୮୭ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି । Train from Thane just arrived at Bhadrak Rly Stn.…

ଗ୍ରୀନ ଜୋନରେ ବସ୍ ଚଳାଇବେ ସରକାର: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଯେଉଁ ଜିଲ୍ଲାରେ ଆଦୌ କରୋନା ମାମଲା ନାହିଁ, ସେସବୁ ଜିଲ୍ଲାରେ ସରକାରୀ ବସ୍ ଚାଲିବ । ଅର୍ଥାତ୍ ଗ୍ରୀନ ଜୋନରେ ଚାଲିବ ଓଏସଆରଟିସି ବସ୍ । ଗ୍ରୀନ ଜୋନରେ ବସ୍ ଚଲାଇବାକୁ ଘରୋଇ ବସ୍ ମାଲିକ ସଂଘ ରାଜି ନହେବାରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି । ରାଜ୍ୟରେ ବର୍ତ୍ତମାନ…

୨୦ ଲକ୍ଷ କୋଟି ଟଙ୍କା ଆସିବ କେଉଁଠୁ: ପିସିସି ସଭାପତି

ଭୁବନେଶ୍ୱର: କୋରନାରେ କ୍ଷତିଗ୍ରସ୍ତ ଦେଶର ଅର୍ଥନୀତି ସୁଧାରିବାକୁ ପ୍ରଧାନମନ୍ତ୍ରୀ ମୋଦି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏଭଳି ଘୋଷଣାକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା…

ସ୍ଥାନୀୟ କଞ୍ଚାମାଲ ଉପଯୋଗ କରି ସାମଗ୍ରୀ ଉତ୍ପାଦନ ଲାଗି କୃଷି, ମତ୍ସ୍ୟପାଳନ ଓ ବନ୍ୟ ଏମଏସଏମଇ ଉପରେ ନୀତୀନ ଗଡ଼କରୀଙ୍କ…

ନୂଆଦିଲ୍ଲୀ: ସ୍ଥାନୀୟ କଞ୍ଚାମାଲ ଉପଯୋଗ କରି ସାମଗ୍ରୀ ଉତ୍ପାଦନ ନିମନ୍ତେ କୃଷି, ମତ୍ସ୍ୟପାଳନ ଓ ବନ୍ୟ ଏମଏସଏମଇ ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ତଥା ଏମଏସଏମଇ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀ ଗୁରୁତ୍ଵାରୋପ କରିଛନ୍ତି। ଏମଏସଏମଇ ଉପରେ କୋଭିଡ-୧୯ର ପ୍ରଭାବ ପ୍ରସଙ୍ଗରେ ଗଡ଼କରୀ ଏକ…

ଲକଡାଉନ୍ ୩.୦: କଟକରେ ମଦ ଦୋକାନ ଖୋଲିବା ନେଇ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: କଟକ ସହରରେ ମଦ ଦୋକାନ ଖୋଲିବା ପ୍ରସଙ୍ଗରେ ଏକ ପିଟିସନକୁ ଭିତ୍ତିକରି ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ନୋଟିସ୍ ପ୍ରଦାନ କରିଛନ୍ତି । କଟକ ସହରର ପ୍ରକାଶ କୁମାର ରାଉତରାଏ ଏବଂ ଅନ୍ୟ ଦୁଇଜଣ ସ୍ଥାନୀୟ ବାସିନ୍ଦାଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ଅଦାଲତ । ମଙ୍ଗଳବାର ଦିନ…

ସମ୍ପତ୍ତି ଲୋଭରେ ମାଆକୁ ହତ୍ୟା କଲା ପୁଅ !

ଯାଜପୁର: ଜମି ବିବାଦକୁ କେନ୍ଦ୍ରକରି ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ମାଆକୁ ହତ୍ୟା ତା'ର ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ନାମ ଲବଙ୍ଗ ସାହୁ ହୋଇଥିବା ବେଳେ ତାଙ୍କ ଘର ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ,…

ଭଦ୍ରକରେ ଖୋଲିଲା ମୋବାଇଲ ସର୍ଭିସ ଓ ରିପ୍ୟାରିଂ ଦୋକାନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ କଣ୍ଟେନମେଣ୍ଟ୍ ଜୋନ୍ ବ୍ୟତୀତ ସମସ୍ତ ସ୍ଥାନରେ ଅନୁମତିପ୍ରାପ୍ତ ମୋବାଇଲ୍ ସର୍ଭିସିଂ ଓ ରିପ୍ୟାରିଂ ଦୋକାନ ଖୋଲିଛି । ଏହି ଦୋକାନ ଗୁଡ଼ିକ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲାଯିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି । ଟ୍ୱିଟ୍ ମାଧ୍ୟମରେ…

ଆତ୍ମନିର୍ଭର ପ୍ୟାକେଜ; ଆଜି ଅପରାହ୍ନ ୪ ଟା ରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରେସମିଟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଅପରାହ୍ନ ୪ ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ। କରୋନାଭାଇରସ୍ ସଙ୍କଟ ମଧ୍ୟରେ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ହୋଇଥିବା 'ଆତ୍ମ ନିର୍ଭର ଭାରତ…

କରୋନା ମହାମାରୀ: ଗଞ୍ଜାମରେ ୧୦ ଦିନରେ ୨୧୦ ଆକ୍ରାନ୍ତ ଚିହ୍ନଟ

ବ୍ରହ୍ମପୁର: ରାଜ୍ୟରେ ବିଜୁଳି ବେଗରେ ମାଡିଚାଲିଛି କରୋନା ମାମଲା। ଦେଖୁ ଦେଖୁ ଏହା ୫୩୮ ରେ ପହଂଚିଲାଣି । ଓଡ଼ିଶାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୧୦ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରଥମ କରୋନାଭାଇରସ୍ ଆକ୍ରାନ୍ତ ମେ ୨ ରେ ଚିହ୍ନଟ ହୋଇଥିଲା । ଦୁଇଜଣ ସୁରଟ ଫେରନ୍ତା…