ବନ୍ଦେ ଭାରତ ଅଭିଯାନ: ୫ ଦିନରେ ବିଦେଶରୁ ଫେରିଲେ ୬୦୩୭ ଜଣ ପ୍ରବାସୀ
ନୂଆଦିଲ୍ଲୀ: ମେ ୭, ୨୦୨୦ ତାରିଖଠାରୁ ପାଞ୍ଚ ଦିନ ମଧ୍ୟରେ ୩୧ଟି ବିମାନରେ ୬୦୩୭ ଜଣ ଭାରତୀୟଙ୍କୁ ବିଦେଶରୁ ଭାରତ ଅଣାଯାଇଛି । ବନ୍ଦେ ଭାରତ ଅଭିଯାନରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଫସି ରହିଥିବା ଭାରତୀୟମାନଙ୍କୁ ଏବେ ଲେଉଟାଇ ଅଣାଯିବାର ବ୍ୟବସ୍ଥା କରାଯାଇଛି ।
କୋଭିଡ଼-୧୯ ମହାମାରୀ…