Latest Odisha News

BREAKING NEWS

Yearly Archives

2020

ଗଞ୍ଜାମ: କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ଦାବି

ପୋଲସରା: ଘରର ଏକମାତ୍ର ରୋଜଗାରିଆ ପୁଅର କରୋନାରେ ମୃତ୍ୟୁ ପରେ ତାଙ୍କ ପରିବାର ପୁନଃ ଥଇଥାନ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ। ଗଞ୍ଜାମ ଜିଲ୍ଲାର ମଧୂପଲ୍ଲୀ ପଞ୍ଚାୟତର ମାଟିଆସାହି ଗ୍ରାମର ଜଣେ ଗରିବ ପ୍ରବାସୀ ଓଡ଼ିଆ ଶ୍ରମିକ ପ୍ରଫୁଲ ବେହାରଙ୍କର ଢୁଙ୍କାପଡା ହାଇ…

ମହାକାଶରେ ରଙ୍ଗବେରଙ୍ଗ ପରିବେଶ ସୃଷ୍ଟି କରି ପୃଥିବୀ ଅତିକ୍ରମ କରିବ ଧୂମକେତୁ

ନୂଆଦିଲ୍ଲୀ: ଅନ୍ତରୀକ୍ଷର ଏକ ଅଦ୍ଭୁତପୂର୍ଣ୍ଣ ଦୃଶ୍ୟ ବୁଧବାର (ମେ ୧୩)ରେ ଦେଖିବାକୁ ମିଳିବ । ରିପୋର୍ଟ ମୁତାବକ ମହାକାଶରେ ରଙ୍ଗବେରଙ୍ଗ ପରିବେଶ ସୃଷ୍ଟି କରି କମେଟ ସ୍ୱାନ (ଏକପ୍ରକାର ଧୂମକେତୁ) ପୃଥିବୀ ଅତିକ୍ରମ କରିବ । ଏହା ପ୍ରାୟ ୮.୩୩ କିଲୋମିଟର ଦୂରରେ ପୃଥିବୀ ପାଖ ଦେଇ ଯିବ । ଏହା…

ପିଲାଙ୍କ ଶିକ୍ଷାଗତ ଅଧିକାର ଅକ୍ଷୁର୍ଣ୍ଣ ରହିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶିକ୍ଷାବିତ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଯେପରି ପିଲାଙ୍କ ଶିକ୍ଷାଗତ ଅଧିକାର ଅକ୍ଷୁର୍ଣ୍ଣ ରୁହେ ସେଥିପାଇଁ ଚିନ୍ତାବ୍ୟକ୍ତ କରି ୧୦୦ରୁ ଅଧିକ ଶିକ୍ଷାବିତ୍ ଓ ସାମାଜିକ କାର୍ୟ୍ୟକର୍ତ୍ତା ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ: କାନ୍ଦି ପକାଇଲେ କରୋନା ଯୋଦ୍ଧା, ବଖାଣିଲେ…

ଖୁସି ଖବର; ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଲାଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆସିଛି ଏକ ଆଶ୍ୱସ୍ତି ଜନକ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଆଜି ସୁସ୍ଥ ହୋଇଥିବା…

ଖୋଲିଲା ସାଂଘାଇ ଡିଜନୀଲ୍ୟାଣ୍ଡ

ସାଂଘାଇ: କରୋନା ଭାଇରସ ଯୋଗୁ ଦୀର୍ଘଦିନ ଧରି ବନ୍ଦ ପଡିଥିବା ସାଂଘାଇ ଡିଜନୀଲ୍ୟାଣ୍ଡ ପୁନର୍ବାର ଖୋଲିଛି । ଏଥିନେଇ ସ୍ଥାନୀୟ ସରକାର ବିଭିନ୍ନ କଟକଣା ଓ ସତର୍କତା ସୂଚୀ ଜାରି କରିଛି । ସାଙ୍ଘାଇ ଡିଜ୍‌ନି ଲ୍ୟାଣ୍ଡ ପାର୍କ ଖୋଲିବା ପରେ ଲୋକେ ବେଶ୍ ଖୁସି ହୋଇଯାଇଛନ୍ତି । ସେଥିପାଇଁ ପାର୍କ…

ବକେୟା ଦରମା ନେଇ ଟୋଲପ୍ଲାଜାରେ ଉତ୍ତେଜନା; ମ୍ୟାନେଜରଙ୍କୁ ତାଲା ପକାଇଲେ ସୁରକ୍ଷାକର୍ମୀ

ଯାଜପୁର: ୧୬ନଂ ଜାତୀୟ ରାଜପଥର ଯାଜପୁର ଜିଲ୍ଲା ପାଣିକୋଇଲି ଟୋଲ ପ୍ଲାଜାରେ କାର୍ଯ୍ଯରତ ସୁରକ୍ଷା କର୍ମୀଙ୍କୁ ଦରମା ପ୍ରଦାନରେ ଅହେତୁକ ବିଳମ୍ବ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ସୁରକ୍ଷା କର୍ମଚାରୀ ମାନେ ଟୋଲ ପ୍ଲାଜାର ମ୍ୟାନେଜରଙ୍କୁ ତାଲା ପକାଇ ଅଟକ ରଖିଥିବା…

ରିଙ୍ଗକୁ ଫେରିବେ ମାଇକ ଟାଇସନ

ନୂଆଦିଲ୍ଲୀ: ବକ୍ସିଂ ଦୁନିଆର ବେତାଜ ବାଦଶାହା ଭାବେ ପରିଗଣିତ ମାଇକ ଟାଇସନ ୧୫ ବର୍ଷ ପରେ ରିଙ୍ଗକୁ ଫେରୁଛନ୍ତି । ୮୦ ଦଶକରେ ବକ୍ସିଂ ଦୁନିଆରେ ରାଜୁତି କରୁଥିବା ଟାଇସନ ଏଥିର କିନ୍ତୁ ଚ୍ୟାରିଟି ସଂସ୍ଥା ପାଇଁ ଅର୍ଥ ଯୋଗାଡ କରିବା ଉଦ୍ଦେଶ୍ୟରେ ରିଙ୍ଗକୁ ଫେରିବେ । ଏ ନେଇ ଟାଇସନ ସୋସିଆଲ…

ପ୍ରସ୍ତୁତ ହେଉଛି ଭୁବନେଶ୍ୱର; ଆସନ୍ତା ଫେବୃଆରୀରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେବ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ । ୨୦୨୧ ଫେବୃଆରୀ ୧୭ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏହି ଫୁଟବଲ୍ ମହାକୁମ୍ଭ ଆୟୋଜିତ ହେବା ନେଇ ଅଖିଳ ଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫଏଫ) ଏବଂ ଲୋକାଲ୍ ଅର୍ଗାନାଇଜିଂ କମିଟି (ଏଲଓସି)…

କାନ୍ଦି ପକାଇଲେ କରୋନା ଯୋଦ୍ଧା, ବଖାଣିଲେ ଅଭିଜ୍ଞତା

ଭୁବନେଶ୍ୱର: ରାଜ୍ୟର ସର୍ବପ୍ରଥମ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ରୋଗୀଙ୍କୁ ସେବା କରିଥିବା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ସ୍ୱର୍ଣ୍ଣପ୍ରଭା ବଖାଣିଲେ ଅଭିଜ୍ଞତା । ଏହି ସମୟରେ ସେ ନିଜ କୁ ସମ୍ବାଳି ନପାରି କାନ୍ଦି ମଧ୍ୟ ପକାଇଛନ୍ତି । ଆଜି କୋଭିଡ୧୯କୁ ନେଇ…

ଜାରି ରହିବ ବନ୍ଦେ ଭାରତ ମିଶନ, ୧୪୯ ବିମାନରେ ଆସିବେ ପ୍ରବାସୀ

ନୂଆଦିଲ୍ଲୀ: ଜାରି ରହିବ ବନ୍ଦେ ଭାରତ ମିଶନ । ଲକଡାଉନ ଯୋଗୁଁ ବିଶେଦରେ ହଜାର ହଜାର ଭାରତୀୟ ଫଶି ରହିଛନ୍ତି । ସେମାନଙ୍କୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି ଭାରତ ସରକାର । ବନ୍ଦେ ଭାରତ ମିଶନର ପ୍ରଥମ ପର‌୍ୟ୍ୟାୟ ୧୫ ତାରିଖ ଯାଏଁ ଜାରି ରହିବ । ଏଥିରେ ୬୪ଟି ବିମାନରେ ପ୍ରବାସୀ ଭାରତୀୟ…