ତୃଣମୂଳ କଂଗ୍ରେସ ଏମପି ଅପରୂପା ମାଆ ହେଲେ, ଝିଅର ନାମ ରଖିଲେ କରୋନା
ହୁଗଳି: ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ(ଟିଏମ୍ସି)ଏମ୍ପି ଅପରୂପା ପୋଦାର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସବୁଠାରୁ ମଜାର କଥା ସେ ସ୍ନେହରେ ଝିଅର ଡାକ ନାମ କରୋନା ରଖିଛନ୍ତି । ଏମ୍ପିଙ୍କ ସ୍ବାମୀ ମହମ୍ମଦ ସକିର ଅଲି କହିଛନ୍ତି, ସେ ତାଙ୍କ ଜନ୍ମିତ କନ୍ୟା ଓ ଅନ୍ୟମାନଙ୍କୁ…