କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟତା କରିବ ‘ରୋବୋ ବାସ୍କେଟ’
ଯାଜପୁର: ରୋବଟ କରିବ କରୋନା ଚିକିତ୍ସାରେ ସହାୟତା । ସୁରକ୍ଷିତ ରହିବେ କରୋନା ଯୋଦ୍ଧା ଡାକ୍ତର ଓ ନର୍ସ । ଏଥିପାଇଁ ଆଗେଇ ଆସିଛନ୍ତି ଯାଜପୁର ସ୍ଥିତ ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ୍ ମାନସ ରଞ୍ଜନ ମହାନ୍ତି ।
ଅତ୍ୟାଧୁନିକ ଜ୍ଞାନ କୌଶଳରେ ମାନସ ନିର୍ମାଣ କରିଛନ୍ତି ଏହି ରୋବଟ୍ । ଯାହା…