କୋଭିଡ୍-୧୯: ଘରଭଡ଼ା ଆଦାୟ ନ’କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିିଲ୍ଲୀ: ଲକ୍ଡ଼ାଉନ ସମୟରେ ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକମାନଙ୍କଠାରୁ ଘରଭଡ଼ା ଆଦାୟ ନ’କରିବା ନେଇ ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।
ଏହି ପିଟିସନରେ ଏକମାସ ଲାଗି ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କଠାରୁ ଘରଭଡ଼ା ଆଦାୟ ନକରିବାକୁ ଆବେଦନ ହୋଇଥିଲା ।
କେନ୍ଦ୍ର ଗୃହ…