Latest Odisha News

BREAKING NEWS

Yearly Archives

2020

ଗ୍ରୀନ ଜୋନ୍‌ରେ ଗଡିପାରିବ ବସ୍‌: ସରକାର

ଭୁବନେଶ୍ୱର: ଏଣିକି ଗ୍ରୀନ୍ ଜୋନ୍‌ରେ ଗଡିପାରିବ ବସ୍ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗ୍ରୀନ୍‌ଜୋନ୍‌ରୁ ଅନ୍ୟ ଏକ ଗ୍ରୀନ୍‌ଜୋନ୍‌କୁ ବସ ଚଳାଚଳ କରିପାରିବ । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ ହୋଇପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଆର୍‌ସି କହିଛନ୍ତି ।…

ଲକ୍‌ଡାଉନ ଡାଏରୀ : ଘର କାମରେ ମାଆଙ୍କୁ ସାହାଯ୍ୟ କରିବା ସହ ନୃତ୍ୟାଭ୍ୟାସ କରୁଛନ୍ତି ଅଭିନେତ୍ରୀ ଦିବ୍ୟା

ଭୁବନେଶ୍ୱର : ତୃତୀୟ ଥର ପାଇଁ ବଢିଛି ଲକ୍ ଡାଉନ ଅବଧି । ତେବେ ଏହି ସମୟରେ ସମସ୍ତେ ସମୟକୁ ଉପଯୋଗ କରିବାକୁ ଯାଇ କିଏ ବହି ପଢାରେ ତ କିଏ ନୃତ୍ୟ, ଗୀତ କିମ୍ବା ଚିତ୍ର କରିବାରେ ମନୋନିବେଶ କରୁଛନ୍ତି । ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକ୍‌ଡାଉନ ଡାଏରୀରେ ଜାଣିବା ଓଲିଉଡର ଅଭିନେତ୍ରୀ ଦିବ୍ୟା…

ଦେଶରେ କରୋନା ଆରୋଗ୍ୟ ହାର ୨୭.୫୨%କୁ ବୃଦ୍ଧି: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ଆରୋଗ୍ୟ ହାର । ଗତ ୨୪ ଘଂଟାରେ ଦେଶରେ ୧୦୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକି ଗୋଟିଏ ଦିନରେ ସର୍ବାଧିକ । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୧୧,୭୦୬କୁ ବୃଦ୍ଧି ପାଇଛି । ସେହିପରି ଆରୋଗ୍ୟ ହାର ୨୭.୫୨ ପ୍ରତିଶତକୁ ବୃଦ୍ଧି ପାଇଛି…

ବ୍ରାହ୍ମଣୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟୀ ନିକଟ ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ କୁଆଖିଆ ଥାନା ରାଜେନ୍ଦ୍ରପୁର ହାଟସାହି ଗ୍ରାମର ଅକ୍ଷୟ କୁମାର ଦ୍ୱିବେଦୀ । ସେ ଗତ ଦୁଇ ଦିନ ହେବ ଘରୁ ନିଖୋଜ ଥିଲେ । ନିଖୋଜ ହେବା ନେଇ ପରିବାର ଲୋକେ…

କରୋନା ଆତଙ୍କ: ବସ୍ ଯୋଗେ ସୁରଟରୁ ଯାଜପୁର ଫେରିଲେ ୧୦୫ ପ୍ରବାସୀ ଓଡ଼ିଆ

ଯାଜପୁର: ଆଜି ଯାଜପୁର ଫେରିଲେ ସୁରଟରୁ ପ୍ରବାସୀ ଓଡ଼ିଆ । ଗୁଜରାଟର ସୁରତରୁ ବସରେ ଯାଜପୁର ଜିଲ୍ଲାକୁ ଫେରିଛନ୍ତି ୧୦୫ଜଣ ପ୍ରବାସୀ ଓଡ଼ିଆ । ମିଳିଥିବା ସୂଚନାନୁଯାୟୀ,  ଆଜି ସକାଳେ ସେମାନେ ୨ଟି ବସରେ ଜିଲ୍ଲାର ପ୍ରବେଶ ପଥ ଛତିଆରେ ପହଁଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସେଠାରେ…

କୋରାପୁଟରେ କୋହଳ ହେଲା କଟକଣା, ଖୋଲିବ ସେଲୁନ ଓ ସ୍ପା

କୋରାପୁଟ: କୋରାପୁଟ ଜିଲ୍ଲାରେ କୋହଳ ହେଲା ଲକଡାଉନ୍ କଟକଣା । ଅରେଂଜ ଜୋନ୍‌ରେ ଲକଡାଉନ୍ କଟକଣା କୋହଳ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏଠାରେ ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ…

ଗଞ୍ଜାମରେ କ୍ବାରେନଣ୍ଟାଇନ କେନ୍ଦ୍ରରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ତାଲିକା ପ୍ରକାଶ

ଗଞ୍ଜାମ: ଓଡ଼ିଶା ଫେରନ୍ତା ବ୍ୟକ୍ତିଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ବାରେନଣ୍ଟାଇନ ସେଣ୍ଟରରେ ରଖାଯାଉଥିବା ବେଳେ ଗଞ୍ଜାମର କିଛି ସ୍ଥାନରେ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନ ମାନର ବୋଲି ଅଭିଯୋଗ ‌ହୋଇଥିଲା। । ଏପରିକି ଗତ ରବିବାର ଦିନ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ…

ଜଗତସିଂହପୁର ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ

ଜଗତସିଂହପୁର: କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି । ଜଗତସିଂହପୁର ଜିଲ୍ଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲାଗିଲା କର୍ଫ୍ୟୁ । ଲକଡାଉନ୍ ଯାଏ ଲାଗିଲା କଟକଣା । ଏହି ସମୟ ଭିତରେ କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଆଉ ସବୁ ଦୋକାନ ବନ୍ଦ ରହିବ । Keeping in…

ଦେଶବାସୀଙ୍କ ସହ ‘ଫେସବୁକ ଲାଇଭ’ରେ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଫେସବୁକ୍‍ ଲାଇଭ ଯୋଗେ ଦେଶବାସୀ ତଥା ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି ଆଲୋଚନା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ଲୋକଙ୍କ…

ମଦ ପାଇଁ କିଲୋମିଟର ଯାଏ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ଲକଡାଉନ୍ ସହ କିଛି ଜୋନରେ କଟକଣା କୋହଳ କରିଛନ୍ତି କେନ୍ଦ୍ର ସରକାର । ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବା ପରେ ଆଜି ଦେଶର ବିଭିନ୍ନ ସ୍ଥାନରେ ମଦ ଦୋକାନ ଆଗରେ ଖଚାଖଚ ଭିଡ । କେଉଁଠି କେଉଁଠି କିଲୋମିଟର ଯାଏଁ ଲାଇନ୍ ଲମ୍ବିଥିଲା । ଲୋକ ଖରା ତାତିରେ ଠିଆ ହୋଇ…