Latest Odisha News

BREAKING NEWS

Yearly Archives

2020

ପ୍ଲାଜମା ଥେରାପୀ ଏବେ ବି ପରୀକ୍ଷଣ ସ୍ତରରେ ରହିଛି: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ପାଇଁ ଏଯାଏଁ କୌଣସି ପ୍ରଭାବଶାଳୀ ଚିକିତ୍ସା ବାହାରି ନାହିଁ । ତେବେ ଏହାରି ଭିତରେ ପ୍ଲାଜମା ଥେରାପୀକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଭିନ୍ନ ଭିନ୍ନ ମତ ରହିଛି । ତେବେ ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ପ୍ଳାଜମା ଥେରାପୀ ଏବେ ବି…

ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ଚାପ ସମୟରେ ଭୋଗ ହେଉଥିବା ମାଣ୍ଡୁଅ ଓ ହଂସକେଳି ସମ୍ପର୍କରେ

ପୁରୀ: ଅକ୍ଷୟ ତୃତୀୟଠାରୁ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ଚାପ ଖେଳ । ଅବଶ୍ୟ ଏଥର କରୋନା ଭାଇରସ ଯୋଗୁ ଚାପ ଖେଳ ମନ୍ଦିର ଭିତରେ ଅନୁଷ୍ଠିତ ହେଉଛି । ଚାପ ଅବସରରେ ମହାପ୍ରଭୁଙ୍କ ନିକଟରେ ଭୋଗ ହୋଇଥାଏ ମାଣ୍ଡୁଅ ଓ ହଂସକେଳି । ଆସନ୍ତୁ ଜାଣିବା ସେହି ଭୋଗ ସମ୍ପର୍କରେ.. ଚନ୍ଦନ ଯାତ୍ରାର ଅବଧି…

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶା ପାଇଁ ଆସିଲା ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଅକ୍ରାନ୍ତ । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୩୮ ଜଣ କରୋନାରୁ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । One more Covid…

ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତାବିବାହ’କୁ ୮୪ ବର୍ଷ

ଭୁବନେଶ୍ୱର: ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତାବିବାହ’କୁ ଆଜି ପୂରିଛି ୮୪ ବର୍ଷ । ୧୯୩୬ ମସିହା ଆଜିର ଦିନରେ ଏହା ରିଲିଜ ହୋଇଥିଲା । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଆଜି ବି ଲୋକେ ମନେ ରଖିଛନ୍ତି । ମୋହନ ସୁନ୍ଦର ଦେବଗୋସ୍ୱାମୀ ନିର୍ଦ୍ଦେଶିତ ଓ ପ୍ରଯୋଜିତ ଚଳଚ୍ଚିତ୍ର…

କେନ୍ଦ୍ର ସରକାରଙ୍କ ନୂଆ ନିୟମ, ହୋମ୍‌-କ୍ୱାରେଣ୍ଟାଇନ୍‌ରେ ରହିପାରିବେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡ ଲାଇନ୍ ଜାରି ହୋଇଛି । କରେନା ସଂକ୍ରମଣର ପୂର୍ବ ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିଲେ ହୋମ୍‌-କ୍ୱାରେଣ୍ଟାଇନ୍‌ରେ ରହିପାରିବେ ସମ୍ପୃକ୍ତ ବ୍ୟକ୍ତି । ଡାକ୍ତରଙ୍କ ପରାମର୍ଶରେ ହାଇଡ୍ରୋକ୍ଲୋରୋକ୍ୱିନ୍ ଔଷଧ…

ଆଇସିୟୁରେ ଭର୍ତ୍ତି ହେଲେ ବଲିଉଡ଼ ଆକ୍ଟର୍ ଇରଫାନ ଖାନ୍‌

ମୁମ୍ବାଇ: ଅଭିନେତା ଇରଫାନ ଖାନ୍ ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁଇଦିନ ପୂର୍ବରୁ ଅଭିନେତା ଇର୍ଫାନଙ୍କ ମାଆଙ୍କର ବିୟୋଗ ଘଟିଥିଲା, ଏବେ ସେ ନିଜେ ଆଜି ଜରୁରୀ ଚିକିତ୍ସା ଲାଗି ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଇଣ୍ଡିଆ…

ପ୍ରବାସୀ ଓଡ଼ିଆଙ୍କ ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ଭୂତାଣୁ ଯୋଗୁ ଦେଶରେ ଲକ୍‌ଡାଉନ ଜାରି ହୋଇଥିବାବେଳେ ବାହାର ରାଜ୍ୟରୁ ଫେରିବେ ଲକ୍ଷାଧିକ ଶ୍ରମିକ। ତେବେ ପ୍ରବାସୀ ଓଡ଼ିଆ ଫେରିବା ପରେ ତାଙ୍କର ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମେ’ ୩ ପରେ ଲକଡାଉନ୍ ଅବଧି…

ମଇ ଦିବସ: ସେଦିନ-ଆଜି-କେତେ ତଫାତ୍‌

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ୧୯୮୬ ମସିହା ମଇ ପହିଲା ପୂର୍ବବର୍ତୀ ଦିବସ ଗୁଡିକ ଥିଲା - ଅନ୍ଧକାରର ଯୁଗ । ସାମ୍ରାଜ୍ୟବାଦୀ, ପୁଞ୍ଜିବାଦୀ, ସାମନ୍ତବାଦୀ, ଦାସ ମାଲିକମାନଙ୍କର ଚରାଭୂଇଁ ଥିଲା ସମଗ୍ର ବିଶ୍ୱ । ଶ୍ରମଜୀବି ଶ୍ରେଣୀ ଥିଲା – କ୍ରୀତଦାସ । ପଶୁଠାରୁ ଆହୁରି…

ଖୋଳି ଦେଲେ ରାସ୍ତା, ଭାରାରେ ବୁହା ହେଲେ ଗର୍ଭବତୀ

ଗଜପତି: ଆନ୍ଧ୍ର ସୀମାରେ ରାସ୍ତା ଖୋଳିଦେଲା ଓଡ଼ିଶା । ଫଳରେ ଭାରାରେ ବୁହା ହେଳେ ଗର୍ଭବତୀ । ଖାଲ ରାସ୍ତା ଦେଇ ଗର୍ଭବତୀଙ୍କୁ ଆଣିଲେ ଲୋକେ । ରାସ୍ତା ଖୋଳି ଦେବାରୁ ଆମ୍ବୁଲାନ୍ସ ପହଂଚି ପାରିଲା ନାହିଁ । ଫଳରେ ପରିବାର ଲୋକେ ଜଣେ ଗର୍ଭବତୀ ମହିଳାଙ୍କୁ ଭାରା ବୋହି ଖାଲ ଖମ ରାସ୍ତା ପାର୍…

ସୋରରେ ବ୍ୟାଙ୍କ ଓ ଲଜ୍‌କୁ ସିଲ୍ କଲା ପ୍ରଶାସନ

ବାଲେଶ୍ୱର: ସୋର ଅଡଙ୍ଗ ବଜାର ସ୍ଥିତ ୟୁକୋ ବ୍ୟାଙ୍କକୁ ସିଲ୍ କଲା ପ୍ରଶାସନ । ଏଠାକାର ଜଣେ କର୍ମଚାରୀ ନେଳିଆବାଗ୍‌ରେ ଚିହ୍ନଟ ହୋଇଥିବା ଜଣେ କରୋନା ପଜିଟିଭ୍‌ଙ୍କ ଘରେ ଭଡାରେ ରହୁଥିଲେ । ତେଣୁ ବ୍ୟାଙ୍କକୁ ସିଲ୍ କରାଯିବା ସହ ଏଠାରେ କାମ କରୁଥିବା ୧୧ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ…