Latest Odisha News

BREAKING NEWS

Yearly Archives

2020

ଚିକିତ୍ସା ପରେ ସୁସ୍ଥ ହେଲେ ରାଜ୍ୟର ଆଉ ୫ କରୋନା ପଜିଟିଭ ରୋଗୀ

ଭୁବନେଶ୍ୱର : ସୁସ୍ଥ ହେଲେ ଚିକିତ୍ସିତ ହେଉଥିବା ରାଜ୍ୟର ଆଉ ୫ କରୋନା ପଜିଟିଭ ରୋଗୀ । ଏମାନଙ୍କ ମଧ୍ୟରୁ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦଗରଗଡ ଓ କେନ୍ଦ୍ରାପଡାର ଜଣେ ଲେଖାଏଁ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଟ୍ୱିଟ୍ ଯୋଗେ ସୂଚନା ଦେଇଛି । ଏଥି ସହ…

ମଦ ପିଇ ବିଧାନସଭା ଆସିଲେ ଚାକିରୀ ଯିବ: ବାଚସ୍ପତି

ଭୁବନେଶ୍ୱର: ମଦ ପିଇ ବିଧାନସଭା ଆସିଲେ ହରାଇବାକୁ ପଡିବ ଚାକିରୀ। ବିଧାନସଭା କର୍ମଚାରୀଙ୍କ ପାଇଁ ଏଭଳି କଡା କଟକଣା ଜାରି କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କେବଳ ସେତିକି ନୁହେଁ ପାନ, ସିଗାରେଟ ମନା । ଛେପ ପକାଇବାକୁ ବି ବାରଣ କରିଛନ୍ତି ବାଚସ୍ପତି। ଲୋକସଭା ବାଚସ୍ପତିଙ୍କ ସହ…

ୱେବ୍‌ସାଇଟ ଜରିଆରେ ଚାଷୀଙ୍କ ପାଇଁ ସୃଷ୍ଟି ହେବ ବଜାର

ଭୁବନେଶ୍ୱର: ଚାଷୀଙ୍କ ପନିପରିବା ବିକ୍ରି ପାଇଁ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ । ବିକ୍ରି ଯୋଗ୍ୟ ପନିପରିବାକୁ ବଜାରକୁ ଆଣିବାକୁ କୃଷି ବିଭାଗ ଆରମ୍ଭ କଲା ନୂଆ ୱେବ ସାଇଟ। odihortmarketing.nic.in ୱେବସାଇଟ ମାଧ୍ୟମରେ ଚାଷୀଙ୍କ ପାଇଁ ବଜାର ସୃଷ୍ଟି ହେବ। ସାରା ଓଡ଼ିଶାର ୧୫୦୦ ରୁ ଅଧିକ…

୩ ଦିନ ଚାଲିବା ପରେ ଅଧା ବାଟରେ ହିଁ ଚାଲିଗଲା ୧୨ ବର୍ଷ ଝିଅର ଜୀବନ

ରାୟପୁର: ଘରେ ପହଂଚିବା ପୂର୍ବରୁ ଉଡିଗଲା ପ୍ରାଣ ବାୟୁ । ଦୀର୍ଘ ୩ ଦିନ ଚାଲିବା ପରେ ଚାଳିଗଲା ନାବାଳିକାର ଜୀବନ । ଘରଠାରୁ କିଛି ଦୂରରେ ହିଁ ଟଳିପଡିଲେ ୧୨ ବର୍ଷର ନାବାଳିକା । ଅଧରା ରହିଗଲା ତାର ଘରେ ପହଂଚିବା ସ୍ୱପ୍ନ । କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏହାରି ଭିତରେ…

ଯାଜପୁରର ୭ଟି ଗ୍ରାମ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଯାଜପୁର: ଯାଜପୁରରେ ପାଞ୍ଚଟି କରୋନାଭାଇରସ ପଜିଟିଭ ମାମଲା ଚିହ୍ନଟ ହେବା ପରେ ଜିଲ୍ଲାର ୭ଟି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଗ୍ରାମ ପଞ୍ଚାୟତଗୁଡ଼ିକ ମଧ୍ୟରୁ ତିନିଟି ଯାଜପୁର ବ୍ଲକରେ, ତିନୋଟି ଦଶରଥପୁର ବ୍ଲକରେ ଏବଂ ଗୋଟିଏ କୋରେଇ ବ୍ଲକରେ ରହିଛି।…

କୋଭିଡ-୧୯ ଲକଡାଉନ; ଜୁନ୍ ୧୭ ଯାଏଁ ବନ୍ଦ ରହିବ ଏହି ୨ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର: ସୀମିତ କର୍ମଚାରୀଙ୍କୁ ନେଇ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ଓଡ଼ିଶା ସରକାର ଅନୁମତି ଦେବାର ଗୋଟିଏ ଦିନ ପରେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ଜୁନ୍ ୧୭ ପର୍ଯ୍ୟନ୍ତ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ ବୋଲି…

୨ ମାସରେ ପଶ୍ଚିମବଙ୍ଗରୁ ବାଲେଶ୍ୱର ଆସିଛନ୍ତି ୨୮ ଶହ ଲୋକ

ବାଲେଶ୍ୱର: ବାଲେଶ୍ୱରରେ ଗତ ଦୁଇ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ରାଂଚଳ ଆର୍‌ଡିସି ଅନୀଲ ସାମଲ ସ୍ଥିତି ସମୀକ୍ଷା କରିଛନ୍ତି । କଣ୍ଟେନମେଂଟ ଜୋନ୍ ସମ୍ପର୍କରେ ଆଲୋଚନା କରିବା ସହ କଣ୍ଟାକ୍ଟ ଟ୍ରେସିଂ କିଭଳି ହେଉଛି ସେ ନେଇ ତଦାରଖ…

ଶ୍ରୀମନ୍ଦିରରେ ବଡଚଣାର ଆଇଆଇସି ପ୍ରବେଶ ଘଟଣାରେ ପୂଜାପଣ୍ଡା ଅଟକ

ପୁରୀ: କରୋନା କଟକଣା ସତ୍ତ୍ୱେ ଶ୍ରୀମନ୍ଦିରରେ ବଡଚଣାର ଆଇଆଇସି ପ୍ରବେଶ ପ୍ରସଙ୍ଗରେ ଆଜି ସିଂହଦ୍ୱାର ପୋଲିସ ଜଣେ ପୂଜାପଣ୍ଡାଙ୍କୁ ଅଟକ ରଖିଛି । ମନ୍ଦିର ଭିତରେ ପୂଜାପଣ୍ଡା ଆଇଆଇସି ଦୀପକ ଜେନାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ତାଙ୍କୁ ଅଟକ ରଖାଯାଇଛି । ଏଥି ସହ ଯାଜପୁର ପୋଲିସ…

କିମ୍ ଜଙ୍ଗ୍ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ନୁହେଁ: ଦକ୍ଷିଣ କୋରିଆ

ସିଓଲ୍‌: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ବଢିବାରେ ଲାଗିଛି । ନିଜ ଜେଜେବାପାଙ୍କ ଜନ୍ମ ଦିନ ପାଳନ ଉତ୍ସବରେ ଅନୁପସ୍ଥିତ ରହିଥିବା ଯୋଗୁଁ କିମ୍ ଜଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସନ୍ଦେହ ଉପୁଜିଥିଲା । ପରେ ଜଣା ପଡ଼ିଥିଲା ଯେ…

କରୋନା ଯୋଦ୍ଧାଙ୍କୁ ସହିଦ ସମ୍ମାନ, ମିଳିବ ୫୦ ଲକ୍ଷ ଟଙ୍କା

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି କରୋନା ବିରୋଧୀ ଲଢେଇରେ ଆଗଧାଡିରେ ରହି ଦେଶର ରକ୍ଷକ ସାଜିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସରକାର ଏହି ଘୋଷଣା କରିଛନ୍ତି । କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ…