ଭିଡିଓ କନଫରେନ୍ସିଂ ଲାଗି ଜୁମ୍ ସଫ୍ଟୱେୟାର ବ୍ୟବହାର କରିବେନି ଓଡ଼ିଶା ହାଇକୋର୍ଟ
କଟକ: ଭିଡିଓ କନଫରେନ୍ସିଂ ପାଇଁ ଜୁମ ସଫ୍ଟୱେୟାରର ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ହାଇକୋର୍ଟ ।
ଏହି ସଫ୍ଟୱେୟାର ପ୍ରୟୋଗର ବ୍ୟବହାର ନ କରିବାକୁ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ କୋର୍ଟ, କୋର୍ଟର ସମସ୍ତ ଅଧିକାରୀ, କାର୍ଯ୍ୟନିର୍ବାହୀ ପ୍ରଧାନ ବିଚାରପତିଙ୍କ…