Latest Odisha News

BREAKING NEWS

Yearly Archives

2020

କରୋନା ପାଇଁ ସପ୍ତପଦୀ…

କୋଭିଡ-୧୯ ମହାମାରୀର ପ୍ରକୋପକୁ କମାଇବା ପାଇଁ ଦେଶରେ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଏପ୍ରିଲ ୧୪ରେ ସରିବାକୁ ଥିବା ୨୧ଦିନିଆ ଲକ୍ ଡାଉନ୍ ର ଅବଧିକୁ କେନ୍ଦ୍ର ସରକାର ଶେଷରେ ପୁଣି ୧୯ ଦିନ ବୃଦ୍ଧିକରିଛନ୍ତି| ଏହି ମର୍ମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଟେଲିଭିଜନ ଜରିଆରେ ସମ୍ବୋଧନ କରି ଏହାର…

ଲକ୍‌ଡାଉନ୍ ନୁହେଁ କରୋନା ଭୂତାଣୁର ସ୍ଥାୟୀ ସମାଧାନ: ରାହୁଲ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତ ସଂଖ୍ୟା । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ନେଇ ନୂଆ ଗାଇଡଲାଇନ୍ ମଧ୍ୟ ଜାରି ହୋଇସାରିଛି । ତେବେ ବିରୋଧୀ ଏହାକୁ ନେଇ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି କରୋନା ଓ…

ମାଗଣା ଗ୍ୟାସ ସିଲିଣ୍ଡର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ କାରଣରୁ ଦେଖାଦେଇଥିବା ସାମାଜିକ-ଅର୍ଥନୈତିକ ଚାପର ମୁକାବିଲା କରିବା ନିମନ୍ତେ ଆସନ୍ତା ୩ ମାସ ପାଇଁ ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣାରେ ଗ୍ୟାସ ସିଲିଣ୍ଡର ଦେବାକୁ ଭାରତ ସରକାର ଘୋଷଣା କରିଛନ୍ତି । ଏପ୍ରିଲ ପହିଲାରୁ ଜୁନ ୩୦, ୨୦୨୦ ପର୍ଯ୍ୟନ୍ତ ଏହି ସୁବିଧା…

ସୋସିଆଲ ମିଡିଆରେ ଏପରି କାହିଁକି କହିଲେ ସୁପରଷ୍ଟାର୍ ସଲମାନ୍ ଖାନ୍ !

ମୁମ୍ବାଇ: ସୋସିଆଲ୍ ମିଡିଆରେ ଆଉ ଏକ ସଚେତନତା ଭିଡିଓ ଶେୟାର କଲେ ବଲିଉଡ ଦବଙ୍ଗ ସଲମାନ୍ ଖାନ୍ । କରୋନାକୁ ହରେଇବା ପାଇଁ ଘରେ ରହିବା ସହ ସରକାରୀ ନିର୍ଦ୍ଦେଶକୁ ମାନିବାକୁ ଲୋକଙ୍କୁ କଲେ ଅନୁରୋଧ । View this post on Instagram…

ଲକ୍‌ଡାଉନ : ଖୋର୍ଦ୍ଧା ଜିଲ୍ଲାର ସ୍କୁଲଗୁଡିକରେ ଇ-ଲର୍ଣ୍ଣିଂ ଜରିଆରେ ହେବ ପାଠପଢା

ଭୁବନେଶ୍ୱର: ଲକ୍‌ଡାଉନ ସମୟରେ ସ୍କୁଲ କଲେଜ ବନ୍ଦ ରହିଥିବାରୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଇ-ଲର୍ଣ୍ଣିଂ ଜରିଆରେ ପାଠପଢା ଆରମ୍ଭ ହେବା ପାଇଁ ଆୟୋଜନ ହୋଇଛି । ଶିକ୍ଷା ସଂଯୋଗ ଆପ୍ ଜରିଆରେ ଦ୍ୱିତୀୟ ଶ୍ରେଣୀରୁ ଦଶମ…

ସୁନ୍ଦରଗଡରେ ଆଜିଠୁ ଖୋଲା ରହିବ ବହି ଦୋକାନ

ସୁନ୍ଦରଗଡ: ଲକଡାଉନ୍ ମଧ୍ୟରେ ସୁନ୍ଦରଗଡରେ ଆଜୁଠି ଖୋଲିବ ବହି ଦୋକାନ । ସକାଳ ୭ରୁ ୧୧ଟା ଅର୍ଥାତ ୪ ଘଂଟା ପାଇଁ ବହି ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଦୋକାନୀଙ୍କୁ ନିର୍ଦେଶ ଦିଆଯାଉଛି କ୍ଷ ଏହାର ଖିଲାପ କଲେ ଦୋକାନ…

ଶ୍ରୀରାମ ଓ ସୀତାଙ୍କ ଠାରୁ ପତି-ପତ୍ନୀ ଶିଖିବା ଉଚିତ ଏହିସବୁ କଥା

ଭୁବନେଶ୍ୱର: ଲକଡାଉନ ଯୋଗୁଁ ଦୂରଦର୍ଶନରେ ଚାଲିଛି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରାମାୟଣ । ହିନ୍ଦୁ ପାଠରେ ରାମାୟଣର ଅନେକ ମହତ୍ତ୍ୱ ରହିଛି । ଏହା କହିବା ଭୁଲ୍ ହେବ ନାହିଁ ଯେବେଠାରୁ ରାମାୟଣ ଟିଭିରେ ଆରମ୍ଭ ହୋଇଛି, ପ୍ରତେହ ଦିନକୁ ୨ ଘଣ୍ଟା ଆଧ୍ୟାତ୍ମିକ ଚେତନାର ଅତିବାହିତ ହେଉଛି ।…

ସହାୟତାର ହାତ ବଢାଇଲା ଚୀନ; ଭାରତକୁ ଦେଲା ୬୫୦,୦୦୦ ମେଡିକାଲ କିଟ୍

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଗୁରୁବାର ଦିନ ଏହା ୧୨,୩୮୦କୁ ଛୁଇଁଛି। ଯାହାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଦେଶରେ…

କେନ୍ଦୁଝର ଓ ବାରିପଦାରେ କୋଭିଡ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ 5T ସଚିବ

କେନ୍ଦୁଝର: କେନ୍ଦୁଝର ସହର ନିକଟ ରାଙ୍କି ଠାରେ ନିର୍ମାଣାଧୀନ କୋଭିଡ୍ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି 5T ସଚିବ VK ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ । ଏହି ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ଼୍-୧୯ ହସ୍ପିଟାଲ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି ।…

ସାବଧାନ୍ ! କୋଭିଡ-୧୯ ସଂକ୍ରମଣର ମାଧ୍ୟମ ସାଜିପାରେ ଏୟାର କଣ୍ଡିସନ୍

ନୂଆଦିଲ୍ଲୀ: ଲକ୍‌-ଡାଉନ ପରେ ବି ଦେଶରେ କରୋନା ମହାମାରୀ ବ୍ୟାପକ ପ୍ରଭାବ ଦେଖାଉଛି । କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ସଙ୍କଟରୁ ବଂଚିବା ପାଇଁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏୟାର କଣ୍ଡିସନ ମାଧ୍ୟମରେ ସଂକ୍ରମିତ ହୋଇପାରେ…