Latest Odisha News

BREAKING NEWS

Yearly Archives

2020

ଗାଡି ଛାଡିଲାନି ପୋଲିସ, ଅସୁସ୍ଥ ବାପାକୁ କାନ୍ଧରେ ବୋହି ନେଲା ପୁଅ

କେରଳ: କରୋନା ପାଇଁ ସାରା ଦେଶ ଲକଡାଉନ୍ । କିନ୍ତୁ ମେଡିକାଲ ଏବଂ ଜରୁରୀ କାମ ପାଇଁ ଲୋକଙ୍କୁ ଯିବା ଆସିବା କରିବାକୁ ଅନୁମତି ମିଳିଛି । ହେଲେ ଅନେକ ସ୍ଥାନରେ ପୋଲିସ ସରକାରଙ୍କ ଏହି ନିର୍ଦ୍ଦେଶକୁ ମାନୁନି । ଲକଡାଉନ୍ ଯୋଗୁଁ ପୋଲିସ ଗାଡି ନଛାଡିବାରୁ ଅସୁସ୍ଥ ବାପାଙ୍କୁ କାନ୍ଧରେ ବୋହି…

ଟେଷ୍ଟ ରିପୋର୍ଟରେ ଭୁଲ: କ୍ୱାରେଣ୍ଟାଇନରେ ରହିଲେ ଗୋଟିଏ ପରିବାରର ୮ ବ୍ୟକ୍ତି

ଅମରୋହା: ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାର ମୋରାଦାବାଦ ଡାକ୍ତରଖାନାରେ ଭୁଲ ବଶତଃ ଜଣେ ୬୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ ଥିବା ଛାପ ଯାଇଥିଲା । ଯେଉଁଥିପାଇଁ ତାଙ୍କ ପରିବାରର ଆଠ ଜଣ ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ଏହି ବ୍ୟକ୍ତି ଜଣକ ଥଣ୍ଡା ଏବଂ ଗଳାରେ…

ଦିଲ୍ଲୀରେ ପିଜା ଡେଲିଭରି ବଏ କୋଭିଡ୧୯ ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନରେ ୭୨ ପରିବାର

ନୂଆଦିଲ୍ଲୀ: ଜଣେ ପିଜା ଡେଲିଭରି ବଏଙ୍କଠାରେ କୋଭିଡ୧୯ ପଜିଟିଭ ଚିହ୍ନଟ ପରେ ସାଉଥ ଦିଲ୍ଲୀ ଚିନ୍ତା ବଢିଯାଇଛି । ସେ ପିଜା ଦେଇଥିବା ୭୨ଟି ପରିବାରକୁ କ୍ୱାରେଣ୍ଟାଇନରେ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗତ ମଙ୍ଗଳବାର ମାଲବ୍ୟନଗର ଅଂଚଳରେ ଥିବା ଏକ ପିଜା…

କରୋନା ଲକ୍‌-ଡାଉନ୍‌; ବିବାହ ପାଇଁ ରାତିରେ ଖୋଲିଲା ମାଜିଷ୍ଟ୍ରେଟ୍ କୋର୍ଟ !

ହରିୟାଣା : ଲକ୍ –ଡାଉନରେ ବିବାହ ପାଇଁ ରାତିରେ ଖୋଲିଲା ହରିୟାଣାର ରୋହତକ ଜିଲ୍ଲା ମାଜିଷ୍ଟ୍ରେଟ୍ କୋର୍ଟ । ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧିନରେ ମେକ୍ସିକାନ ପ୍ରେମିକାକୁ ବିବାହ କଲେ ଭାରତୀୟ ପ୍ରେମିକ । Haryana: Niranjan Kashyap from Rohtak married Dana, a Mexican national…

ବଲିଉଡ ଲକ୍‌-ଡାଉନ; କ୍ୱାରେଣ୍ଟାଇନ୍ ଲଭରେ ମସଗୁଲ୍ ମିକା ସିଂ !

ମୁମ୍ବାଇ: ସାରା ଦେଶରେ ଜାରି ରହିଛି ଲକ୍‌-ଡାଉନ୍ । ନିଜନିଜ ଅନ୍ଦାଜରେ ବଲିଉଡ ସେଲିବ୍ରିଟି ଲକ୍‌-ଡାଉନ ଅବଲମ୍ବନ କରିବା ସହ ଦର୍ଶକଙ୍କ ମନୋରଂଜନ କରୁଛନ୍ତି । ତେବେ ମିକା ସିଂ ନିକଟରେ ଦର୍ଶକଙ୍କ ପାଇଁ ଏକ ଗୀତ ରିଲିଜ କରିଛନ୍ତି । କ୍ୱାରେଣ୍ଟାଇନ୍ ଲଭ ଉପରେ ଆଧାରିତ ଏହି ଗୀତର ଥିମ ଦୁଇ…

ମାସ୍କ ବଣ୍ଟନ ସହ ଲୋକଙ୍କୁ ସଚେତନ କରୁଛନ୍ତି ଯାଜପୁରର ବ୍ୟବସାୟୀ

ଯାଜପୁର : ସଜାଗ ଓ ସଚେତନ ହେଲେ ହିଁ କରୋନା ମୁକାବିଲା ସମ୍ଭବ । ତେଣୁ କରୋନାକୁ ନେଇ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରୁଛନ୍ତି ସରକାର । ବ୍ୟକ୍ତିଗତ ସ୍ତରରେ ଓ କେତେକ ଅନୁଷ୍ଠାନ ମଧ୍ୟ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି । ସେହିପରି ଜଣେ ବ୍ୟକ୍ତି ହେଲେ ଯାଜପୁର ବ୍ୟବସାୟୀ…

ଗୁଜବ ଯୋଗୁଁ ବାନ୍ଦ୍ରାରେ ହୋଇଥିବା ଭିଡ ଘଟଣାରେ ୧୩ ଅଟକ

ମୁମ୍ବାଇ : ଗୁଜବ ଯୋଗୁଁ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟ୍ରେସନରେ ହୋଇଥିବା ଜନଗହଳି ଘଟଣାରେ ପୋଲିସ ୧୩ ଜଣଙ୍କୁ ଅଟକ ରଖିଛି । ଏମାନଙ୍କ ମଧ୍ୟରେ ଜଣେ ରାଜନୈତିକ କର୍ମୀ, ଜଣେ ସାମ୍ବାଦିକଙ୍କ ସମେତ ନଅ ଜଣ ଶ୍ରମିକ ଓ କାମୋଠେର ତିନି ଜଣ ବ୍ୟକ୍ତି ଅଛନ୍ତି । ଗତ ମଙ୍ଗଳବାର ଅପରାହ୍ନରେ ଟ୍ରେନ…

ଆମେରିକାରେ କରୋନା ଆତଙ୍କ; ଗତ ୨୪ ଘଣ୍ଟାରେ ୨୬୦୦ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୨୮ ହଜାରରୁ ଅଧିକ ଟପିଲାଣି । ଏହାବ୍ୟତିତ ୬ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା…

କରୋନା ଆଶ୍ବସ୍ଥି: ମୃତକଙ୍କ ତୁଳନାରେ ବଢୁଛି ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନା କବଳରେ ସାରା ବିଶ୍ୱ । ସବୁଆଡେ କରୋନା ପାଇଁ ହାହାକାର । ଏପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକଟି ଦେଶରେ ଏହା ନିଜର କାୟା ବିସ୍ତାର କରି ସାରିଲାଣି । ଆମେରିକା, ଇଟାଲୀ ଭଳି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ କରୋନା ଆଗରେ ହାତ ଟେକି ସାରିଲେଣି । ସମଗ୍ର ବିଶ୍ୱର ଡାକ୍ତର ତଥା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୬-୪-୨୦୨୦ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଏପ୍ରିଲ ତା ୧୬ ରିଖ ଗୁରୁବାର ମୀନ ୪ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ନବମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର:- ତୁଳା ଓ କୁମ୍ଭ ରାଶିର ଘାତ…