Latest Odisha News

BREAKING NEWS

Yearly Archives

2020

କରୋନା ଲକଡାଉନ: ୨ ସପ୍ତାହ ପାଇଁ ବୁଲା କୁକୁରଙ୍କୁ ମିଳିବ ଖାଦ୍ୟ

ଭୁୁବନେଶ୍ୱର: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଘୋଷଣା ହୋଇଥିବା ଳକଡାଉନ ଫଳରେ ସହରାଞ୍ଚଳରେ ଥିବା ବୁଲା କୁକୁରମାନେ ଖାଇବାକୁ ପାଉ ନାହାଁନ୍ତି । ସେଥିପାଇଁ ଓଡିଶା ସରକାର କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଘୋଷଣା କରିଛନ୍ତି । ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏନେଇ ନଗର ଉନ୍ନୟନ ବିଭାଗକୁ…

ଲକ୍ ଡାଉନ ବେଳେ ପିଲାମାନଙ୍କର ନିଅନ୍ତୁ ବିଶେଷ ଯତ୍ନ

କରୋନା ଭୂତାଣୁ ସଂକ୍ରମଣ ଭୟରେ ଏବେ ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ପିଲାଠୁ ବଡ ଏବେ ସମସ୍ତେ ଘରେ । ବାହାରକୁ, ସ୍କୁଲ କଲେଜ ଯିବା ମନା । ଲକ୍ ଡାଉନର ସପ୍ତାହେ ବିତିବାକୁ ଯାଉଥିବା ବେଳେ ପିଲାଏ ଏବେ ଭାରି ବ୍ୟସ୍ତ । ସକାଳ ହେଲେ ତାଙ୍କର ଗୋଟିଏ ପ୍ରଶ୍ନ ଆଉ କେତେ ଦିନ ଏମିତି ଘରେ…

ଗାଡି ଚାଳକଙ୍କୁ ଆଶ୍ୱସ୍ତି; ଜୁନ୍ ୩୦ ଯାଏଁ ବଢିଲା ଗାଡି ଡକ୍ୟୁମେଣ୍ଟ ବୈଧତା

ଭୁବନେଶ୍ୱର: ଦେଶରେ ଲକଡାଉନ ଯୋଗୁଁ ଡକ୍ୟୁମେଣ୍ଟ ନବୀକରଣ ସମ୍ଭବ ହେଉନଥିବାରୁ ଗାଡି ପରମିଟ୍ ଅବଧିକୁ ବଢାଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରଣାଳୟ । ଯାହାଫଳରେ ଫେବୃଆରୀ ୧ରୁ ସରୁଥିବା ଗାଡି ଡକ୍ୟୁମେଣ୍ଟ ଗୁଡିକୁ ଆସନ୍ତା ଜୁନ୍ ୩୦ ତାରିଖ ଯାଏଁ ବୈଧତା ପ୍ରାପ୍ତ ହେବ ।…

କରୋନା ବିରୁଦ୍ଧରେ ଲଢ଼େଇ: ସୁସ୍ଥ ହୋଇ ଘରକୁ ଫେରିଲେ ଦେଶର ସବୁଠାରୁ ବୃଦ୍ଧ ଦମ୍ପତି

ଥିରୁବନନ୍ତପୁରମ: ଦେଶରେ କରୋନାଭାଇରସର ପ୍ରକୋପ ଜାରୀ ରହିଛି । ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଏହି ମହାମାରୀ ଦ୍ୱାରା ଦେଶରେ ଏପର୍ଯ୍ୟନ୍ତ ୧୨୫୧ଜଣ ସଂକ୍ରମିତ ଅଛନ୍ତି ଏବଂ ୩୨ଜଣଙ୍କ ଜୀବନ ଯାଇଛି । ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିରେ ସାମିଲ…

ଟ୍ରକକୁ ପିଟିଲା କାର୍‌; ଜଣେ ମୃତ, ଅନ୍ୟଜଣେ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ନିକଟରେ ମଙ୍ଗଳବାର ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ମିରିକାମୁଣ୍ଡି ନିକଟରେ ଏକ ଟ୍ରକକୁ ଉକ୍ତ କାରଟି ଭାରସାମ୍ୟ…

କରୋନାଭାଇରସ ଆତଙ୍କ; ଇଟାଲୀରେ ବଢିଲା ଲକଡାଉନ ଅବଧି

ରୋମ୍‌: ଇଟାଲୀରେ କରୋନାଭାଇରସ ପ୍ରକୋପ ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱରେ ଏହି ଭାଇରସ ସଂକ୍ରମଣରେ ଏଠାରେ ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଠାରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ତେବେ ଲକଡାଉନ ସରିବା ନେଇ ନୂଆ ତାରିଖ…

କରୋନା ମୁକାବିଲା: ପିଏମ୍ କେୟାର ଫଣ୍ଡକୁ କିଏ କେତେ ଦାନ କଲେ, ଜାଣନ୍ତୁ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଶନିବାର ଦିନ ଜରୁରୀକାଳୀନ ପରିସ୍ଥିତି ପାଣ୍ଠିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ରିଲିଫ୍ ଘୋଷଣା କରିବା ପରେ କରୋନା ମୁକାବିଲା ଲାଗି ଆମ ଦେଶର ଜଣାଶୁଣା ବ୍ୟକ୍ତିବିଶେଷ ମଧ୍ୟ ପିଏମ୍ କେୟାର ଫଣ୍ଡକୁ ଅର୍ଥରାଶି ଦାନ କରିଛନ୍ତି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୧-୩-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୩୧ ରିଖ ମଙ୍ଗଳବାର ମୀନ ୧୮ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର  ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର: କନ୍ଯା ରାଶି ପୁରୁଷ,…

କରୋନା ଅପଡେଟ୍‌: ଭାରତରୁ ଘରକୁ ଫେରିବେ ୧୬ଶହ ବିଦେଶୀ ପର୍ଯ୍ୟଟକ !

ଗୋଆ: ୨୧ଦିନିଆ ଲକ୍‌-ଡାଉନ୍ ଘୋଷଣା ପରେ ଗୋଆରେ ଫସି ରହିଛନ୍ତି ପ୍ରାୟ ୧୬ ଶହ ବିଦେଶୀ ପର୍ଯ୍ୟଟକ । ଖୁବଶୀଘ୍ର ସେମାନଙ୍କୁ ଘରକୁ ପଠାଇବାକୁ ଯୋଜନା ହୋଇଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । '1,600 foreign tourists in Goa to be airlifted by April 3,4': CM…

ବଢୁଛି ମାମଲା: ବିଶ୍ୱରେ ସାଢ଼େ ୩୬ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆଁରେ ସାରା ବିଶ୍ୱ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୭ ଲକ୍ଷ ୬୬ ହଜାର ୩୩୬ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୬,୮୭୩ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୩,୧୫୯…