ଲାଞ୍ଜିଗଡ଼ ରିଫାଇନାରୀ କାରଖାନାରେ ଅଞ୍ଚଳବାସୀଙ୍କ ସୁରକ୍ଷା ନେଇ କଡ଼ାକଡ଼ି ଲାଗୁ ହେଲା କରୋନା ପ୍ରତିରୋଧକ ବ୍ୟବସ୍ଥା
ଲାଞ୍ଜିଗଡ଼: କଳାହାଣ୍ଡି ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରୀ ନିଜର କାରଖାନା କାର୍ଯ୍ୟ ଜାରି ରଖିଥିବା ବେଳେ କର୍ମଚାରୀ ଏବଂ ହିତାଧିକାରୀଙ୍କ ସୁରକ୍ଷାକୁ ବିଶେଷ ଦୃଷ୍ଟିରେ ରଖି ବିଭିନ୍ନ ପ୍ରତିରୋଧମୂଳକ ପଦକ୍ଷେପ ହାତକୁ ନେଇଛି ।
କୋଭିଡ-୧୯ର ସଂକ୍ରମଣକୁ ପ୍ରତିହତ କରିବା ନେଇ…