Latest Odisha News

BREAKING NEWS

Yearly Archives

2020

ସାରା ଭାରତ ଲକଡାଉନ: ଜାରି ରହିବ ଏହି ସମସ୍ତ ସେବା

ନୂଆଦିଲ୍ଲୀ: ସମ୍ଭାବ୍ୟ କରୋନାଭାଇରସ୍ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନ ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି। ଏହାର ଅର୍ଥ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ୧୩୦ କୋଟିରୁ ଅଧିକ ଜନସଂଖ୍ୟାର ଲୋକ ସେମାନଙ୍କ ଘରେ ବନ୍ଦ ହୋଇ ରହିବେ । ଏହି ହଠାତ୍…

କୋଭିଡ୍‌-୧୯ ଲଢ଼େଇରେ ସହାୟତା ପାଇଁ ବାର୍ଷିକ ଲାଭର ୦.୨୫% ଦେବ ଏସ୍‌ବିଆଇ

ଭୁବନେଶ୍ୱର: ଭାରତରେ କୋଭିଡ୍‌-୧୯ ବ୍ୟାପିବା କାରଣରୁ ସୃଷ୍ଟି ହୋଇଥିବା ସ୍ଥିତି ବିରୋଧରେ ଲଢ଼େଇ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷର ବାର୍ଷିକ ଲାଭର ୦.୨୫% ପ୍ରତି ପ୍ରଦାନ କରିବାର ପ୍ରତିବଦ୍ଧତା ବିଷୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଘୋଷଣା କରିଛି । କୋଭିଡ୍‌-୧୯ ବିରୋଧ ଲଢ଼େଇ ପାଇଁ ସିଏସ୍‌ଆର୍…

କରୋନା ଅପଡେଟ: ଓଡ଼ିଶାରେ ବଢିନାହିଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶା ସରକାର ଦେଇଥିବା ସୂଚନା ଅନୁସାରେ କରୋନାଭାଇରସରେ ଆକ୍ରାନ୍ତ ଦୁଇ ରୋଗୀଙ୍କ ବ୍ୟତୀତ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ନୂତନ ସକରାତ୍ମକ ମାମଲା ଚିହ୍ନଟ ହୋଇ ନାହିଁ। ଗଣମାଧ୍ୟମକୁ ସୂଚନା ଦେଇ ଓଡିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି ଯେ,…

କୋଭିଡ-୧୯: ଅସୁସ୍ଥ ବାପାଙ୍କ ପାଖରେ ପହଞ୍ଚିବା ପାଇଁ ଜରୁରୀକାଳୀନ ଟିକେଟ ନିମନ୍ତେ ନିବେଦନ କଲେ ସିଙ୍ଗାପୁରରେ ଥିବା…

ଭୁବନେଶ୍ୱର: ସିଙ୍ଗାପୁରରେ ରହୁଥିବା ଓଡ଼ିଶାର ଜଣେ ଝିଅ ନିଜ ଭାଇ ପାଇଁ ଚେନ୍ନାଇ କିମ୍ବା ହାଇଦ୍ରାବାଦରୁ ଭୁବନେଶ୍ୱର ନିମନ୍ତେ ଜରୁରୀକାଳୀନ ଟିକେଟ୍ ବ୍ୟବସ୍ଥା କରାଇଦେବା ପାଇଁ ଇଣ୍ଡିଆଗୋ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି । ଟ୍ୱିଟରରେ ଏକ ଭିଡ଼ିଓ ଅପଲୋଡ୍ କରି ମହିଳା ଜଣକ ନିବେଦନ…

କରୋନା ଆଲର୍ଟ: ଆଜିଠାରୁ ୨୧ ଦିନ ଯାଏଁ ସାରାଦେଶ ଲକଡାଉନ..

ନୂଆଦିଲ୍ଲୀ: କରୋନାଭାଇରସ ମୁକାବିଲା ପାଇଁ ସରକାରଙ୍କ କଠୋର ଆଭିମୁଖ୍ୟ । ଆଜିଠାରୁ ଆଗାମୀ ୨୧ ଦିନ ଯାଏଁ ସମ୍ପୂର୍ଣ୍ଣ ଦେଶ ଲକଡାଉନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୪ ମାର୍ଚ୍ଚ ମଙ୍ଗଳବାର ଘୋଷଣା କରିଛନ୍ତି। "କୋଭିଡ-୧୯…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୫-୩-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି  ସୃଷ୍ଟିର ପ୍ରଥମ ଦିବସ ତେଲୁଗୁ ନୂତନ ବର୍ଷ  ଯୁଗାଦ୍ଧ ୫୧୨୨ ବିକ୍ରମ ସମ୍ବତ୍ ୨୦୭୭ ପ୍ରବେଶ  ସନ ୨୦୨୦ ମସିହା ମାର୍ଚ୍ଚ  ତା୨୫ ରିଖ ବୁଧବାର ମୀନ ୧୨ ଦିନ ଚୈତ୍ର  ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି   ରେବତୀ ନକ୍ଷତ୍ର…

ଭାରତରେ ଲଂଚ ହେବ ପ୍ରଥମ କୋଭିଡ୍‌-୧୯ ଟେଷ୍ଟିଂ କିଟ୍ !

ମୁମ୍ବାଇ: ଭାରତର ଅଣୁ ନିଦାନ କମ୍ପାନୀ Mylabs ଲଂଚ କରିବ ପ୍ରଥମ କରୋନା ଟେଷ୍ଟିଂ କିଟ୍ । ଏହି କିଟ୍ କୁ Reverse Transcription - polymerase chain reaction ବା (RT-PCR) ଟେଷ୍ଟ ଭାବେ ନାମିତ କରାଯାଇଛି । ମୁମ୍ବାଇର ଲୋକାଲ୍ ନ୍ୟୁଜ୍ ଏଜେନ୍ସି ମୁମ୍ବାଇ ଲାଇଭ ଅନୁଯାୟୀ ଏହି…

କରୋନା ସଚେତନତା ଗୀତ ଗାଇଲେ ଗଜପତି ଏସ୍‌ପି ସାରା ଶର୍ମା

ଭୁବନେଶ୍ୱର: ବିଭିନ୍ନ ସମୟରେ ସାମାଜିକ ପ୍ରସଙ୍ଗକୁ ନେଇ ଥିମ୍ ଭିତ୍ତିକ ଗୀତ ଗାଇ ଚର୍ଚ୍ଚାରେ ରହୁଥିବା ଗଜପତି ଏସ୍‌ପି ସାରା ଶର୍ମା ଏବେ କରୋନା ସଚେତନତା ପାଇଁ ଏକ ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିଛନ୍ତି । ଏଥିରେ ସେ ନିଜେ ଗୀତ ଗାଉଥିବା ଦେଖିବାକୁ ମିଳିଛି । ସାରାଙ୍କ ଏହି ଉଦ୍ୟମକୁ ସୋସିଆଲ…

ମୁମ୍ବାଇରେ ଫଶି ରହିଥିବା ୨୫ ବରିଷ୍ଠ ନାଗରିକଙ୍କୁ ସହାୟ ହେଲା ଓଡିଶା-ମୋ ପରିବାର

ଭୁବନେଶ୍ୱର: କରୋନା ଯୋଗୁଁ ଦେଶରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ତୀର୍ଥ କରିବାକୁ ଯାଇ ମୁମ୍ବାଇରେ ଫଶି ଯାଇଥିଲେ ୨୫ଜଣ ଓଡିଆ ବରିଷ୍ଠ ତୀର୍ଥ ଯାତ୍ରୀ । ଏ ନେଇ କଟକ ବରିଷ୍ଠ ନାଗରିକ ମହାସଭା ପକ୍ଷରୁ ବିଧାୟକ ଅଶୋକ ପଣ୍ଡାଙ୍କ ସହାୟତା ନେଇ ମୁଖ୍ୟମନ୍ତ୍ରୀ ଓ ଓଡିଶା -ମୋ ପରିବାରକୁ…

ମରଣାନ୍ତକ କରୋନା ମହାମାରୀରୁ ବର୍ତ୍ତିବା ଲାଗି ଏହା ଶେଷ ସୁଯୋଗ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମରଣାନ୍ତକ କରୋନା ଭୂତାଣୁ ସାରା ଭାରତରେ ଦ୍ରୁତଗତିରେ ସଂକ୍ରମଣ ହୋଇ ଚାଲିଥିବା ବେଳେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସତର୍କତା ଅବଲମ୍ବନ ଲାଗି ପରାମର୍ଶ କରିଛନ୍ତି । ଆଜି ମଧ୍ୟ ରାତ୍ରୀରୁ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିଥିବା…