ଶିକ୍ଷା ବେଳକୁ ସରକାର କଞ୍ଜୁସ୍ କାହିଁକି ?
ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର...
ବେଞ୍ଜାମିନ୍ ଫ୍ରାଙ୍କ୍ଲିନ୍ କହିଥିଲେ ଯଦି ତୁମେ କୌଣସି ନିବେଶରୁ ସର୍ବାଧିକ ଲାଭ ପାଇବାକୁ ଚାହୁଁଛ, ତାହା ହେଉଛି ଶିକ୍ଷା । ଶିକ୍ଷା କେବଳ ବର୍ତମାନ ତିଆରି କରିନଥାଏ, ଆମ ଭବିଷ୍ୟତକୁ ବି ସମୃଦ୍ଧଶାଳୀ କରିଥାଏ । କିନ୍ତୁ ଆମ…