Latest Odisha News

BREAKING NEWS

Yearly Archives

2020

ଜାପାନ: ଅଲିମ୍ପିକ ମଶାଲ ପ୍ରଦର୍ଶନ, ହଜାରହଜାର ଲୋକଙ୍କ ଭିଡ

ଜାପାନ: ସାରା ବିଶ୍ୱରେ କରୋନାଭାଇରସ୍ ର କହର । ହେଲେ ଏହାକୁ ଖାତିର ନ କରି ଜାପାନରେ ଏକାଠି ହେଲେ ୫୦ହଜାରରୁ ଅଧିକ ଲୋକ ।କରୋନା ମହାମାରୀକୁ ଆଡେଇ ଅଲିମ୍ପିକ ମଶାଲକୁ ଜାପାନର ସେଣ୍ଡାଇ ଷ୍ଟେସନଠାରେ ପ୍ରଦର୍ଶିତ କରାଯାଇଥିଲା । ଶନିବାର ଏହି ମଶାଲକୁ ଦେଖିବା ପାଇଁ ସମସ୍ତ ବର୍ଗର ଜନତା…

ଭଦ୍ରକ ସହର ସମ୍ପୂର୍ଣ୍ଣ ଲକ୍‌-ଡାଉନ୍‌; ଜନତା କର୍ଫ୍ୟୁ ଯୋଗୁଁ ରାସ୍ତାଘାଟ ଜନଶୂନ୍ୟ

ଭଦ୍ରକ: ସାରା ବିଶ୍ୱକୁ ଆତଙ୍କିତ ଅବସ୍ଥାରେ ରଖିଥିବା ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଜନତା କର୍ଫ୍ୟୁ ଆହ୍ୱାନକୁ ସଫଳତାର ସହିତ ପାଳନ କରୁଛନ୍ତି ଭଦ୍ରକ ସହରବାସୀ । ଆଜି ଭଦ୍ରକ ସହରରେ ଏହି ଜନତା କର୍ଫ୍ୟୁ ସହିତ…

କୋଭିଡ-୧୯: ହୋମ କ୍ୱାରେଣ୍ଟାଇନ ନିୟମ ଉଲଂଘନ କରିଥିବା ବ୍ୟକ୍ତିଙ୍କ ନାମରେ ଅଭିଯୋଗ

କଟକ: ବିଦେଶରୁ ରାଜ୍ୟକୁ ଫେରିଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ ହୋମ କ୍ୟାରେଣ୍ଟାଇନ ନିୟମର ଉଲ୍ଲଂଘନ ଅଭିଯୋଗରେ ରବିବାର ଦିନ ପୁରୀ ଘାଟ ଥାନାରେ ଏକ ମାମଲା ଦାୟର କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଆମେରିକାରୁ ଫେରିବା ପରେ ହୋମ କ୍ୱାରେଣ୍ଟାଇନ ପାଇଁ ନାମ ପଞ୍ଜୀକୃତ…

ଜନତା କର୍ଫ୍ୟୁକୁ ସମର୍ଥନ ପାଇଁ ଫ୍ୟାନ୍ସଙ୍କୁ ଅପିଲ କଲେ ସଲମାନ ଖାନ

ମୁମ୍ବାଇ: କରୋନା ମୁକାବିଲା ଓ ଜନତା କର୍ଫ୍ୟୁକୁ ସମର୍ଥନ କରିବା ପାଇଁ ଅପିଲ କଲେ ବଲିଡଉର ଦବଙ୍ଗ ଅଭିନେତା ସଲମାନ ଖାନ । ସେ ଏକ ଭିଡିଓ ପୋଷ୍ଟ କରି ନିଜ ଫ୍ୟାନ୍ସ ମାନଙ୍କୁ ଘରେ ରହିବା ପାଇଁ ଅପିଲ କରିଛନ୍ତି । ସେ ଭିଡିଓରେ ଜରିଆରେ ପ୍ରଥମେ ଡକ୍ଟର ଏବଂ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ।…

କୋଭିଡ-୧୯: କ୍ୱାରେଣ୍ଟାଇନରେ ରହିଲେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ

ସମ୍ବଲପୁର: ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ସମେତ ତାଙ୍କର ପୁରା ପରିବାର ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ଏନେଇ ନିତେଶ ଗଙ୍ଗଦେବ ନିଜେ ସୂଚନା ଦେଇଛନ୍ତି । ତେବେ ସାଂସଦଙ୍କ ସାନ ପୁଅ ଇଂଲଣ୍ଡର କେମ୍ବ୍ରିଜ ସହରରୁ ଫେରିବା ପରେ ତାଙ୍କର ପୁରା ପରିବାର ସରକାରଙ୍କ ଦ୍ୱାରା ଜାରି ହୋଇଥିବା…

କରୋନା ସତର୍କତା: ଅନଲାଇନରେ ସକ୍ରିୟ ହେଲେ ବଲିଉଡ ଷ୍ଟାର

ମୁମ୍ବାଇ: ଦେଶରେ କରୋନାଭାଇରସ୍ ଆତଙ୍କ ହୁଏତ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ପ୍ରଭାବ ପକାଇଥାଇ ପାରେ କିନ୍ତୁ ଏହା ବଲିଉଡ ସେଲିବ୍ରିଟିମାନଙ୍କୁ ଅଟକାଇ ପାରି ନାହିଁ । ସେମାନଙ୍କ ଅନଲାଇନ୍ ପ୍ରଭାବକୁ ସେମାନଙ୍କ ଅନୁଗାମୀମାନଙ୍କୁ ମନୋରଞ୍ଜନ କରିବା ସହିତ ଫିଟନେସ୍, ନୃତ୍ୟ ଏବଂ ଜଡିତ କରିବାରେ ରୋକି…

୩୧ ଯାଏଁ ରାଜ୍ୟ ବାହାରକୁ ଗଡିବନି ବସ୍‌

ଭୁବନେଶ୍ୱର: ଆଜିଠୁ ରାଜ୍ୟ ବାହାରକୁ ଗଡିବନି ଘରୋଇ ବସ୍ । ଆସନ୍ତା ୩୧ ଯାଏଁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ । କରୋନା ଭୂତାଣୁ ସହ ମୁକାବିଲା ପାଇଁ ଏଭଳି ପଦକ୍ଷେପ ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ମହାମାରୀ କରୋନା ଭାଇରସର ଭୟାବହତାକୁ ଦେଖି ସତର୍କତା ମୂଳକ ସପ୍ତାହବ୍ୟାପୀ ଘରୋଇ…

ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ ହଜାର ଟପିଲା

ୱାଶିଂଟନ: ସାରା ଦୁନିଆରେ ଘାତକ ସାଜିଥିବା କରୋନାଭାଇରସ ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ଜୋନ୍ସ ହୋପକିନ୍ସ ବିଶ୍ୱବିଦ୍ୟାଳୟର ଟ୍ରାକର ଅନୁସାରେ, ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ ହଜାରକୁ ଟପିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷରୁ ଅଧିକ ରହିଛି ।…

ସୁକମା ଏନକାଉଣ୍ଟର: ନିଖୋଜ ୧୭ଜଣ ଯବାନଙ୍କ ମୃତଦେହ ଉଦ୍ଧାର

ରାୟପୁର: ନିଖୋଜ ଥିବା ୧୭ଜଣ ଯବାନଙ୍କ ମୃତଦେହ ଉଦ୍ଧାର । ଗତ ବିଳମ୍ବିତ ରାତିରେ ଓଡ଼ିଶା ସୀମାନ୍ତ ଛତିଶଗଡ ସୁକମାରେ ମାଓବାଦୀ ଓ ଯବାନ ମୁହାଁମୁହଁ ହୋଇଥିଲେ । ଏଥିରେ ୧୩ ଜଣ ଯବାନ ଆହତ ହୋଇଥିବା ବେଳେ ୧୭ ଜଣ ଯବାନ ନିଖୋଜ ହୋଇଥିଲେ । ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏନେଇ ବସ୍ତର ଆଇଜି…

‘ଜନତା କର୍ଫ୍ୟୁ’କୁ ସମର୍ଥନ: ଶାହିନ ବାଗରୁ ହଟିଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ପାଳନ ହେଉଛି ଜନତା କର୍ଫ୍ୟୁ । ଚାରିଆଡେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ଜନତା କର୍ଫ୍ୟୁର ପ୍ରଭାବ ରାଜଧାନୀ ଦିଲ୍ଲୀର ଶାହିନ ବାଗରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ କରି ଆଜି ଆନ୍ଦୋଳନ ସ୍ଥଳରୁ ବିକ୍ଷୋଭକାରୀମାନେ…