Latest Odisha News

BREAKING NEWS

Yearly Archives

2020

କରୋନାଭାଇରସ୍‌: କିପରି ରହିଛି ଭାରତର ୯ ପଡୋଶୀ ଦେଶର ହାଲଚାଲ ?

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବଢିଚାଲିଛି କୋଭିଡ-୧୯ର ଭୟାଭହତା । ସବିଶେଷ ରିପୋର୍ଟ ଅନୁୟାୟୀ ଭାରତରେ ପାଖାପାଖି ୩୪୧ ଟି ମାମଲା ସାମ୍ନାକୁ ଆସିଛି । ଭାରତ ଉପମହାଦ୍ୱୀପରେ ଚାଇନା ପରେ ପାକିସ୍ତାନର ଅବସ୍ଥା ସବୁଠୁ ଖରାପ ରହିଛି । ଶ୍ରୀଲଙ୍କା ଓ ଆଫଗାନିସ୍ତାନ କିଛିଟା ମାତ୍ରାରେ ପ୍ରଭାବିତ…

ଜନତା କର୍ଫ୍ୟୁ ପାଇଁ ପେଟ୍ରୋଲ ପମ୍ପରେ କମିଲା କର୍ମଚାରୀଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ଆହ୍ୱାନ ଦେଇଥିଲେ। ଏହାର ପ୍ରଭାବ ଦେଶ ତଥା ରାଜ୍ୟରେ ଦେଖିବାକୁ ମିଳିଛି। ରବିବାର ଦିନ ‘ଜନତା କର୍ଫ୍ୟୁ’ ପ୍ରଭାରେ ଓଡ଼ିଶାର ପଟ୍ରୋଲ ପମ୍ପ ଗୁଡିକରେ କର୍ମଚାରୀଙ୍କ ସଂଖ୍ୟା କମ୍ ଥିବା…

‘ଆପଲ’ କମ୍ପାନୀ ତରଫରୁ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ମାସ୍କ ପ୍ରଦାନ

କାଲିଫର୍ଣ୍ଣିଆ: କରୋନାଭାଇରସ ସହ ଲଢ଼େଇ କରୁଥିବା ଆମେରିକା ଓ ୟୁରୋପର ସ୍ୱାସ୍ଥ୍ର ସେବା ପ୍ରଦାନକାରୀଙ୍କୁ ମିଲିୟନ ସଂଖ୍ୟାରେ ମାସ୍କ ପ୍ରଦାନ କରୁଛି ‘ଆପଲ’ କମ୍ପାନୀ । ଏନେଇ ‘ଆପଲ’ କମ୍ପାନୀର ସିଇଓ ଟିମ କୁକ ରବିବାର ଦିନ ଘୋଷଣା କରିଛନ୍ତି । ଏନେଇ ସେ ଟ୍ୱିଟ କରିଛନ୍ତି, “କରୋନାଭାଇରସ ସହ…

ମହାରାଷ୍ଟ୍ରରେ ସର୍ବାଧିକ ୭୪ କରୋନା ପଜିଟିଭ

ମହାରାଷ୍ଟ୍ର: ଦିନକୁ ଦିନ ଉଗ୍ର ହେଉଛି ମାହାମାରୀ କରୋନା ଭାଇରସ । ଭାରତରେ କୋକୁଆ ଭୟ ସୃଷ୍ଟି କରିଛି କରୋନା । ଧୀରେ ଧୀରେ ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସର୍ବାଧିକ ହୋଇଛି । ଏଠାରେ ରବିବାର ସକାଳେ ଆଉ ୧୦…

ହ୍ୱାଇଟ୍ ହାଉସ୍‌ରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ; ଆମେରିକା ଉପରାଷ୍ଟ୍ରପତି ଓ ପତ୍ନୀଙ୍କ ନମୁନା ପରୀକ୍ଷଣ

ୱାଶିଂଟନ୍‌: ବିଶ୍ୱର ସବୁଠାରୁ ସୁରକ୍ଷିତ କୁହାଯାଉଥିବା ଆମେରିକା ରାକ୍ଷ୍ରପତିଙ୍କ ହ୍ୱାଇଟ୍ ହାଉସ୍‌ରେ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଥିବା ଜଣା ପଡିବା ପରେ ଉଭୟ ପେନ୍ସ ଓ ତାଙ୍କ…

ଜାଣନ୍ତୁ, ମାର୍ଚ୍ଚ ୨୮ ଯାଏଁ କେଉଁସବୁ ବିମାନ ଉଡାଣ ବାତିଲ

ଭୁବନେଶ୍ୱର: ଭାରତରେ ଦିନକୁ ଦିନ କାୟା ବିସ୍ତାର କରୁଥିବା କରୋନାଭାଇରସର ମୁକାବିଲା କରିବାକୁ ଦେଶବ୍ୟାପୀ ରବିବାର ଦିନ ଜନତା କର୍ଫ୍ୟୁ ଏବଂ ଓଡିଶାରେ ଜାରି ରହିଥିବା ଲକଡାଉନ ଯୋଗୁଁ ଭୁବନେଶ୍ୱରରୁ ଘରୋଇ ବିମାନ ଚଳାଚଳ ସ୍ଥଗିତ ରହିଛି। ଗୋଏୟାର ରବିବାର ଦିନ ପାଇଁ ସମସ୍ତ ବିମାନ ଚଳାଚଳ…

କରୋନା ପାଇଁ ଭାରତୀୟ ରେଲୱେ ବୋର୍ଡର ନିଷ୍ପତ୍ତି; ମାର୍ଚ୍ଚ ୩୧ ଯାଏଁ ଟ୍ରେନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: କରୋନାଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତୀୟ ରେଳବାଇ ବୋର୍ଡ ବଡ ନିଷ୍ପତ୍ତି ନେଇଛି । ଭାରତୀୟ ରେଳବାଇ ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ଯାତ୍ରୀ ଟ୍ରେନ ଚଳାଚଳକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ରେଳବାଇ ବୋର୍ଡ କହିଛି ଯେ, ସମସ୍ତ ଦୂରଯାତ୍ରା କରୁଥିବା ଟ୍ରେନ,…

ଜରୁରୀ ଥିଲେ ବାଇକ୍‌ରେ ନୁହେଁ ଚାଲିକି ଯାଆନ୍ତୁ: ସିପି

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳନ କରାଯାଉଛି । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଘୋଷଣା କରିଥିବା ଲକ୍‌ଡାଉନ୍ ମଧ୍ୟ ଜାରି ରହିଛି । ଏହି ସମୟରେ ସରକାରୀ ନିର୍ଦ୍ଦେଶ ମାନିବାକୁ ପୋଲିସ କମିଶନର ସୁଧାଂଶୁ…

ଯାଜପୁର ଲକ ଡାଉନ : ଗାଁ ଠୁ ସହର ଅଭୂତପୂର୍ବ ସମର୍ଥନ

ଯାଜପୁର: ସମ୍ଭାବ୍ୟ କରୋନା ଭୁତାଣୁ ର ସଂକ୍ରମଣକୁ ରୋକ ଲଗାଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଥିଲେ l ଏହି ଆହ୍ୱାନ କ୍ରମେ ଆଜି ଦେଶବ୍ୟାପୀ ଓ ରାଜ୍ୟରେ ଜନତା କର୍ଫ୍ୟୁ ଜାରି ରହିଛି l ଏହି କର୍ଫ୍ୟୁକୁ ଯାଜପୁରରେ ଅଦ୍ଭୁତପୂର୍ବ ସମର୍ଥନ ଦେଖିବାକୁ…

ସୁକମା ଏନକାଉଣ୍ଟର: ଏବେବି ୧୩ ଯବାନ ନିଖୋଜ, ୧୪ ଆହତ

ରାୟପୁର: ଗତ ବିଳମ୍ବିତ ରାତିରେ ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ମାଓବାଦୀଙ୍କ ଗୁଳିରେ ୧୪ ଯବାନ ଆହତ ହୋଇଛନ୍ତି । ସେପଟେ ଏବେବି ୧୩ ଯବନା ନିଖୋଜ ଥିବା ଜଣାପଡିଛି । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁରର ଏକ ଘରୋଇ ହସ୍ପିଟାଲରେ…