କରୋନା ମୁକାବିଲା: ୪ ଓଏସଡି ନିଯୁକ୍ତ କଲେ ଓଡିଶା ସରକାର
ଭୁବନେଶ୍ୱର: ରାଜ୍ୟରେ ଘାତକ କରୋନାଭାଇରସର ମୁକାବିଲା କରିବା ପାଇଁ ଓଡିଶା ସରକାର ୪ ଜଣ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ରବିବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ବିଶେଷ ଡ୍ୟୁଟି ପାଇଁ ୪ଜଣ ଯୁବ ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି ।
ଏକ ପ୍ରଶାସନିକ ଅଧିସୂଚନା…